Posted inVideo

ISRO loses communication with Lander Vikram | ଚନ୍ଦ୍ରାୟନ ୨ ‘ଲ୍ୟାଣ୍ଡର ବିକ୍ରମ’ ବିଫଳ

Featured Video Play Icon

The world watched with bated breath as India tried to go where no one had ever gone before — the south pole of the moon. However, enthusiasm turned into a sense of distress as India’s ambitious second lunar mission ‘Chandrayaan 2’s lander ‘Vikram’ lost communication with the ground stations just ahead of the soft landing. However, there is nothing to despair as ISRO has only lost communication with the Lander & not the hopes of 1.3 billion Indians.

ଚନ୍ଦ୍ରାୟନ-୨ ‘ଲ୍ୟାଣ୍ଡର ବିକ୍ରମ’ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ସମୟରେ ଇସ୍ରୋ ସହ ସମ୍ପର୍କ ବିଛିନ୍ନ ହୋଇଛି। ଶେଷ ମୁହୂର୍ତ୍ତରେ ହିଁ ଲ୍ୟାଣ୍ଡର ବିକ୍ରମର ଯୋଗାଯୋଗ ବିଛିନ୍ନ ହେବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ ସିବନ୍। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢ଼ାଇବା ସହ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଅଭିଯାନ ବିଫଳ ହୋଇଛି ହେଲେ ଆମେ ହାରିବା ନାହିଁ ଆଗକୁ ବଢ଼ିବା।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri