Categories: ଜାତୀୟ

ଚନ୍ଦ୍ରାୟାନ-୩: ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରାୟାନ, ଇସ୍ରୋ ଜାରି କଲା ଭିଡିଓ

ନୂଆଦିଲ୍ଲୀ,୧୮।୮: ଚନ୍ଦ୍ରର ନିକଟତର ହୋଇଛି ଚନ୍ଦ୍ରାୟାନ-୩। ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟାନର ଅବତରଣ ପରେ ଇତିହାସ ରଚିବ ଭାରତ। ଏବେ ଆମେ ଚନ୍ଦ୍ର ଠାରୁ ୧୧୩ କିମି x ୧୫୭କିମି ଦୂରରେ ଅଛୁ। ଗୁରୁବାର ପ୍ରପୁଲସନ ମଡ୍ୟୁଲରେ ବିକ୍ରମ ଲ୍ୟାଣ୍ଡର ଅଲଗା ହୋଇଛନ୍ତି। ତେବେ ବିକ୍ରମ ଲ୍ୟାଣ୍ଡର ଅଲଗା ହେବା ପରେ ଲ୍ୟାଣ୍ଡର ଇମେଜର୍‌ କ୍ୟାମେରା ଚନ୍ଦ୍ରର ଏକ ଫଟୋ କଏଦ କରିଛି। ଏନେଇ ଇସ୍ରୋ ଏହାର ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛି।

Share