ନୂଆଦିଲ୍ଲୀ,୧।୯: ଇସ୍ରୋ ବୈଜ୍ଞାନିକମାନଙ୍କର ଏକ ଟିମ ଆଦିତ୍ୟ- ଏଲ୍୧ର ଲଞ୍ଚ୍ ପୂର୍ବରୁ ପୂଜାର୍ଚ୍ଚନା କରିବା ପାଇଁ ତିରୁମାଳା ଶ୍ରୀ ଭେଙ୍କେଟେଶ୍ୱର ମନ୍ଦିରରେ ପହଞ୍ଚିଛନ୍ତି। ଭାରତର ପ୍ରଥମ ସୌର ମିଶନ (ଆଦିତ୍ୟ- ଏଲ୍୧ ମିଶନ) ସେପ୍ଟେମ୍ବର ୨ ରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ସ୍ପେସପୋର୍ଟରୁ ପୂବାହ୍ନ ୧୧.୫୦ ରେ ଲଞ୍ଚ୍ କରାଯିବ।