Categories: ଜାତୀୟ

୧୪ ହଜାର ଫୁଟ୍‌ ଉଚ୍ଚତାରେ ଯୋଗ କଲେ ଆଇଟିବିପି ଯବାନ

ନୂଆଦିଲ୍ଲୀ,୨୧।୬: ଆଜି ସମଗ୍ର ଦେଶରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏନେଇ ଦେଶ, ବିଦେଶ ଓ ରାଜ୍ୟସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏହି ଅବସରରେ ଲେହର ପାଙ୍ଗଙ୍ଗ ଶୋ’ରେ ଆଇଟିବିପି ଯବାନମାନେ ଯୋଗ କରିଛନ୍ତି। ୧୪ ହଜାର ଫୁଟ୍‌ ଉଚ୍ଚତାରେ ଯୋଗ କରି ସେମାନ ନିଜର ପରାକାଷ୍ଠା ଖୋଇଛନ୍ତି।
ଯୋଗ ଦିବସରେ ଏଥରର ଥିମ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଶ୍ରୀନଗର SKICC ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାୟ ୭ ହଜାର ଲୋକଙ୍କ ସହ ଏକତ୍ର ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

 

Share