Posted inଜାତୀୟ

୨୨,୮୫୦ ଫୁଟ ଉଚ୍ଚତାରେ ଯୋଗ କଲେ ଆଇଟିବିପି ଯବାନ

ନୂଆଦିଲ୍ଲୀ,୬।୫: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ପୁଣି ଥରେ ଏକ ବିରଳ ସଫଳତା ହାସଲ କରିଛନ୍ତି। ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଉତ୍ତରାଖଣ୍ଡ ହିମାଳୟର ୨୨,୮୫୦ ଫୁଟ ଉଚ୍ଚତାରେ ଯୋଗ କରି ଆଇଟିବିପି ଯବାନମାନେ ରେକର୍ଡ ସୃଷ୍ଟି କରିଛନ୍ତି। ଗତ ସପ୍ତାହରେ ଆଇଟିବିପି ଯବାନମାନେ ମାଉଣ୍ଟ ଆବି ଗାମିନର ଶୀର୍ଷରେ ଥିଲେ। ସେମାନେ ରାସ୍ତାରେ ଏକ ବରଫ ଆଚ୍ଛାଦିତ ଅଞ୍ଚଳରେ ଯୋଗ ଅଧିବେଶନ କରିଥିଲେ।
ପାର୍ବତ୍ୟର ଶିଖରରେ ପହଞ୍ଚିବା ପାଇଁ, ଆଇଟିବିପିର ଏକ ୧୪ ଜଣିଆ ଦଳ ଗତ ଜୁନ ୧ ତୁଷାରପାତ ମଧ୍ୟରେ ୨୦ ମିନିଟ ପର୍ଯ୍ୟନ୍ତ ଯୋଗ ଅଭ୍ୟାସ କରିଥିଲେ। ସର୍ବୋଚ୍ଚ ଉଚ୍ଚତାରେ ଯୋଗ ଅଭ୍ୟାସ ଏକ ରେକର୍ଡ ବୋଲି କୁହାଯାଉଛି। ଆଇଟିବିପି ଯବାନଙ୍କ ଦ୍ୱାରା ଏହା ଏକ ବିରଳ ପ୍ରୟାସ ଥିଲା।
ଅନ୍ତର୍ଜାତୀୟ ଯୋଗ ଦିବସରେ ଚଳିତ ବର୍ଷ ବିଷୟବସ୍ତୁ ରହିଛି ‘ମାନବିକତା ପାଇଁ ଯୋଗ’। ଏହାଦ୍ୱାରା ଅନୁପ୍ରାଣିତ ହୋଇ ଆଇଟିବିପି ଯବାନମାନେ ଲୋକଙ୍କୁ ଫିଟ ରହିବାକୁ ବାର୍ତ୍ତା ଦେଇଥିଲେ।
ଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଆଇଟିବିପି ଯବାନମାନେ ଅନେକ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ମଧ୍ୟ ସେମାନେ ହିମାଳୟ ପର୍ବତମାଳାରେ ସୂର୍ଯ୍ୟ ନମସ୍କାର ଏବଂ ବିଭିନ୍ନ ଯୋଗାନାସ ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ,୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥି ତାଲିକା ପ୍ରକାଶ ପାଇଛି। ୨୯ ଜଣ ପ୍ରାର୍ଥୀଙ୍କ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ...

ବଡ଼ ଦୁର୍ଘଟଣା, ଖାଲକୁ ଖସିଲା ସେନା ଗାଡ଼ି ୩ ଯବାନ ମୃତ, ୨ ଆହତ

ଜମ୍ମୁ,୪।୧: ଜମ୍ମୁ କଶ୍ମୀରରୁ ବଡ଼ ଖବର ଆସିଛି। ବାନ୍ଦିପୋରାରେ ସେନା ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ...

ବାଣ କାରଖାନାରେ ଭୟାନକ ବିସ୍ଫୋରଣ: ୬ ଜୀବନ୍ତ ଦଗ୍ଧ 

ଚେନ୍ନାଇ,୪/୧: ତାମିଲନାଡୁର ବିରୁଧୁନଗର ଜିଲରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରାସାୟନିକ ପଦାର୍ଥ ମିଶ୍ରଣ...

ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି: କେଜରିୱାଲଙ୍କ ବିପକ୍ଷରେ ଲଢ଼ିବେ….

ନୂଆଦିଲ୍ଲୀ,୪/୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ୨୯ ଜଣିଆ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ...

”ଗାଁ ବିକାଶ ହେଲେ, ଦେଶର ବିକାଶ ହେବ”: ପ୍ରଧାନମନ୍ତ୍ରୀ

କଟକ,୩।୧: ପ୍ରଧାନମନ୍ତ୍ରୀ ଶନିବାର ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫ ର ଉଦଘାଟନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି...

ପାକିସ୍ତାନ ଦଶା ଭୋଗିବ ବାଂଲାଦେଶ: ଭାରତର ସାହାଯ୍ୟ ସତ୍ତ୍ୱେ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ସ୍ଥିତି

ନୂଆଦିଲ୍ଲୀ,୪।୧: ଭାରତ ସହିତ ଖରାପ ସମ୍ପର୍କ ବାଂଲାଦେଶକୁ ପ୍ରଭାବିତ କରିବା ଆରମ୍ଭ କରିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଖାଦ୍ୟ ଯୋଗାଣ ସଙ୍କଟ ଏବଂ ବୃଦ୍ଧି ପାଉଥିବା...

ଅଲ୍ଲୁ ଅର୍ଜୁନଙ୍କୁ ନିୟମିତ ଜାମିନ

ହାଇଦ୍ରାବାଦ,୪।୧: ‘ପୁଷ୍ପା ୨: ଦି ରୁଲ୍‌’ର ପ୍ରିମିୟର ଶୋ’ ଗତ ମାସରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଚାଲିଥିବାବେଳେ ଏହାର ଅଭିନେତା ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚତ୍ୟିବାରୁ...

୨୦ ହଜାର ଡଲାରର ହୀରା ଉପହାର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୪ା୧: ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତବେଳେ ସେଠାକାର ରାଷ୍ଟ୍ରପତିଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ଙ୍କୁ ୨୦,୦୦୦ ଡଲାର (ପ୍ରାୟ ୧୭.୧୫ ଲକ୍ଷ ଟଙ୍କା) ମୂଲ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri