Categories: Video

Jabariya Jodi– Preview of the film | ଜବରିଆ ଯୋଡ଼ି – ପ୍ରିଭିୟୁ ଅଫ୍ ଦ ଫିଲ୍ମ

Romantic action-comedy film ‘Jabariya Jodi’ will hit the screens this Friday. The Sidharth Malhotra and Parineeti Chopra starrer is based upon the tradition of groom kidnapping prevalent in Bihar. Sidharth plays a Bihari thug in the film produced by Ekta Kapoor and directed by Prashant Singh. While the movie teasers have been well-received, its commercial success will be known after its release.

ଫ୍ରାଇଡେ ରିଲିଜରେ ଏଥର ପରଦାକୁ ଆସିବାକୁ ଯାଉଛି ସିଦ୍ଧାର୍ଥ ମଲହୋତ୍ରା ଓ ପରିଣିତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ଜବରିଆ ଯୋଡ଼ି। ଏହି ଫିଲ୍ମଟି ବିବାହ, ଭଲପାଇବା ଓ ଅପହରଣକୁ ନେଇ ଗତିଶୀଳ ହୋଇଥିବା ବେଳେ ବକ୍ସ ଅଫିସରେ କେତେ ହିଟ୍ ହେଉଛି ତାହା ଫିଲ୍ମ ରିଲିଜ୍ ପରେ ହିଁ ଜଣାପଡ଼ିବ।