Categories: Video

Jabariya Jodi – Public opinion | ଜବରିଆ ଯୋଡ଼ି– ପବ୍ଲିକ ଓପିନିୟନ

Sidharth Malhotra and Parineeti Chopra starrer Jabariya Jodi hit the screens this Friday. The film revolves around forced marriages that are rampant in some parts of Bihar. Sidharth plays the character of a thug who runs a syndicate of kidnapping greedy grooms in Bihar’s Madhopur. Here is what the audience has to say about the movie.

ସିଦ୍ଧାର୍ଥ ମଲହୋତ୍ରା ଓ ପରିଣିତି ଚୋପ୍ରାଙ୍କ ଫିଲ୍ମ ‘ଜବରିଆ ଯୋଡି’ ରିଲିଜ୍ ହୋଇସାରିଛି। ଫିଲ୍ମରେ ବିହାର ପରମ୍ପରା ସହ ଯୌତୁକ ପ୍ରଥାକୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା କ’ଣ ରହୁଛି ଚାଲନ୍ତୁ ଦେଖିବା।