ଜବତ ବ୍ରାଉନସୁଗାର ନଷ୍ଟ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଏକ କେଜି ବ୍ରାଉନସୁଗାରକୁ ଏସ୍‌ଟିଏଫ୍‌ ଟିମ୍‌ ନଷ୍ଟ କରିଛି। ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ଅନୁସାରେ ବ୍ରାଉନସୁଗାର ଜବତ କରାଯାଇଛି। ସେକ୍ସନ ୫୨ ଓ କେମିକାଲ ରିପୋର୍ଟ ମିଳିବା ପରେ ଏହାକୁ ନଷ୍ଟ କରାଯାଇଛି । ଏ ନେଇ ଏସ୍‌ଟିଏଫ ଡିଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି । ୨୦୨୦ରୁ ଏପର୍ଯ୍ୟନ୍ତ ୫୪ କେଜି ବ୍ରାଉନସୁଗାର୍‌ ଏସ୍‌ଟିଏଫ୍‌ ଜବତ କରିଛି।

Share