After getting medically treated for 2 years at Delhi, conjoined twins from Kandhamal return back to the state. Following their return, Jaga-Kalia have been given special medical attention at SCB Trauma ICU and surgery department.
ଏସସିବିରେ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ । ୨ ବର୍ଷର ଚିକିତ୍ସା ପରେ ଶନିବାର ଡାକ୍ତରୀ ଟିମ୍ ବାପା ମା ଙ୍କ ସହ ଓଡ଼ିଶା ଫେରିଛନ୍ତି ଜଗାକାଳିଆ । ଉଭୟଙ୍କ ଚିକିତ୍ସା ଲାଗି ଏସସିବିର ଟ୍ରମା ଆଇସିୟୁ ଓ ସର୍ଜରୀ ବିଭାଗର କ୍ୟାବିନ୍ ନମ୍ବର୨ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।