୩୫ ବର୍ଷ ହେଲା ମୁଁ ପହଣ୍ଡି ବିଜେରେ ନୃତ୍ୟ କରି ଆସୁଛି । କୋଭିଡ୍ କଟକଣା ପାଇଁ ମୁଁ ନାଚି ପାରୁନି । ବିଶ୍ୱାସ ଅଛି ମୁଁ ଯେଉଁଠି ନୃତ୍ୟ କଲେ ମଧ୍ୟ ସେ ଦେଖି ପାରିବେ । ସେ ପରା ବିଶ୍ୱ ନିୟନ୍ତା ।