Posted inVideo

Jagannath culture and the place of mutts in it | ଜଗନ୍ନାଥ ସଂସ୍କୃତି ଓ ମଠ

Featured Video Play Icon

Temple of Lord Jagannath and the Jagannath culture have a special place in the cultural heritage of the world. Many mutts of Puri are deeply intertwined with the rituals of Srimandir. This relationship goes centuries back. Here we bring you a special report on the roles of the mutts in shaping the now-famous Jagannath culture.

ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ବିଶ୍ବ ଐତିହ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିଛି। ଜଗନ୍ନାଥ ମନ୍ଦିର ମଧ୍ୟରେ ଅଧିକାଂଶ ରୀତିନୀତି ଓ ଉତ୍ସବ ପାଳନ ସହିତ ମଠ ସଂସ୍କୃତିର ସମ୍ପର୍କ ଅନେକ ପୁରୁଣା। ପୁରୁଷୋତ୍ତମ କ୍ଷେତ୍ରରେ ପ୍ରାଚୀନ କାଳରୁ ମଠ ସଂସ୍କୃତିର ଉତ୍ପତି ହୋଇଛି। ଓଡ଼ିଶାର ଧର୍ମ ଓ ସଂସ୍କୃତିର ଇତିହାସରେ ଏହି ମଠ ମାନଙ୍କର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ଚାଲନ୍ତୁ ଦେଖିବା।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri