Categories: ମେଟ୍ରୋ

ଭୁବନେଶ୍ୱରର ପ୍ରଥମ ମେୟର୍‌ ଜଗନ୍ନାଥ ମହାପାତ୍ରଙ୍କର ପରଲୋକ

ଭୁବନେଶ୍ୱର,୧୪।୬: ବିଏମ୍‌ସିର ପ୍ରଥମ ମେୟର୍‌ ଡା. ଜଗନ୍ନାଥ ମହାପାତ୍ରଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଛି। ଶହୀଦନଗରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା। ଦେଢ ବର୍ଶ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Share