ଜେଇଙ୍କୁ ମାଡ ଘଟଣା : ସମିତି ସଭ୍ୟାଙ୍କ ସ୍ବାମୀ ନିଲମ୍ବିତ

ଭଦ୍ରକ ୨୯।୫: ଭଦ୍ରକ ଜିଲା ଧାମନଗରରେ ଜେଇଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ସୋମବାର କାର୍ଯ୍ୟାନୁଷ୍ଠାନ ନିଆଯାଇଛ। ଏହି ଘଟଣାରେ ସମିତି ସଭ୍ୟାଙ୍କ ସ୍ବାାମୀ ନିଲମ୍ବିତ ହୋଇଛନ୍ତି । ସେହିପରି ସହକାରୀ ଶିକ୍ଷକ ସଞ୍ଜିତ ସାହୁଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଜେଇଙ୍କୁ ସରପଞ୍ଚଙ୍କ ସହ ଶିକ୍ଷକ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।