ଓଟିଟି ପ୍ଲାଟଫର୍ମରେ କ୍ରାଇମ ସିରିଜ ଜୌନପୁର

ଡିସ୍‌ ଟିଭି ଇଣ୍ଡିଆ ଲିମିଟେଡ୍‌ର ଏବଂ ଦୃତ ଅଭିବୃଦ୍ଧିଶୀଳ ଓଟିଟି ପ୍ଲାଟ୍‌ଫର୍ମରେ ଏକ ନୂତନ କ୍ରାଇମ୍‌ ସିରିଜ୍‌ ‘ଜୌନପୁର’ର ପ୍ରିମିୟର ଶୁଭାରମ୍ଭ ହୋଇଛି। ଏହି ସିରିଜ୍‌ରେ ୟୁପିର ଅନ୍ୟତମ ମୋଷ୍ଟ ୱାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟରର ଜୀବନ କାହାଣୀ ଉପରେ ଆଧାରିତ। ଜୌନପୁରରେ ସୁଟିଂ ହୋଇଥିବା ଏହି ସିରିଜ୍‌ ବର୍ତ୍ତମାନ ହିନ୍ଦୀରେ ଉପଲବ୍ଧ ହେବ। ଏହା ବର୍ତ୍ତମାନ ୱାଚ୍‌-ଓ-ଆପ ଏବଂ ୱେବସାଇଟରେ ମଧ୍ୟ ଉପଲବ୍ଧ। ଏ ସମ୍ପର୍କରେ, ଡିସ୍‌ ଟିଭି ଇଣ୍ଡିଆ ଲିମିଟେଡ୍‌ର ମାର୍କେଟିଂ କର୍ପୋରେଟ୍‌ ହେଡ୍‌ ସୁଖପ୍ରୀତ ସିଂ କହିଛନ୍ତି, ଜୌନପୁର ସିରିଜ୍‌ ହେଉଛି ଅପରାଧ, କାର୍ଯ୍ୟ, ପରିବାର, ଏବଂ ବଳିଦାନର ଏକ ନିଛକ କାହାଣୀ ଯାହା ବାସ୍ତବ ଘଟଣା ଉପରେ ଆଧାରିତ।

Share