ରାଜ୍ୟ ସଭାରେ କାହିଁକି ହାତ ଯୋଡ଼ି କ୍ଷମା ମାଗିଲେ ଜୟା ବଚ୍ଚନ? ଜାଣନ୍ତୁ ପୁରା ମାମଲା…

ନୂଆଦିଲ୍ଲୀ,୯।୨: ରାଜ୍ୟ ସଭାରୁ ଅବସର ନେଉଥିବା ଏମ୍‌ପିମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟୀର ଏମ୍‌ପି ଜୟା ବଚ୍ଚନ ରହିଛନ୍ତି, ହେଲେ ବଜେଟ ଅଧିବେଶନ ସମୟରେ ସେ ଗୃହକୁ କ୍ଷମା ମାଗିଥିବା ଦେଖାଯାଇଛି। ନିଜର ବିଦାୟୀ ଭାଷଣ ସମୟରେ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସେ କ୍ଷମା ମାଗିଛନ୍ତି। ଏପରିକି ସେ କାହାକୁ ଆଘାତ ଦେବାକୁ ଉଦ୍ଦେଶ୍ୟ ରଖି ନ ଥିବା କହିଛନ୍ତି।

ନିଜ ଭାଷଣରେ ଜୟା କହିଛନ୍ତି, ଲୋକେ ସବୁବେଳେ ଭାବିଥାନ୍ତି ଯେ ମୁଁ କ’ଣ ପାଇଁ ଏତେ ରାଗେ। ମୋର ସ୍ବଭାବ ସେଭଳି, ମୁଁ ନିଜକୁ ବଦଳାଇ ପାରିବି ନାହିଁ। ଯଦି ମୋତେ କୌଣସି କଥା ପସନ୍ଦ ଆସି ନ ଥାଏ ଅଥବା ମୁଁ ସହମତ ନ ଥାଏ, ତେବେ ମୁଁ ରାଗିଯାଏ। ଯଦି ମୁଁ କାର୍ଯ୍ୟକାଳ ସମୟରେ କାହା ସହ ଅନୁଚିତ ବ୍ୟବହାର କରିଛି, ବ୍ୟକ୍ତିଗତ କଟାକ୍ଷ କରିଛି ତେବେ କ୍ଷମା ମାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କୁ ବାଦ୍‌ ଦେଇ ପିଇଓ ପାଳିଲେ ସ୍ବଚ୍ଛତା ପକ୍ଷ, ତେଜୁଛି ବିବାଦ

ପାଟଣା,୬ା୪(ବୀରକିଶୋର ଦାଶ): ରାଜ୍ୟ ସରକାର ଏପ୍ରିଲ ୧ରୁ ୧୪ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରୁଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ରଘୁନାଥଜୀଉ...

Video: ଅଦ୍ଭୁତ ଆଲୌକିକ ଦର୍ଶନ…ଅଯୋଧ୍ୟାରେ ରାମଲଲାଙ୍କର ହେଲା ସୂର୍ଯ୍ୟ ତିଲକ

ଅଯୋଧ୍ୟା,୬।୪: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ରାମ ନବମୀ ଅବସରରେ ଭବ୍ୟ ରୂପେ ସଜାଯାଇଛି। ଏହି ପବିତ୍ର ଦିନରେ ରାମଲଲାଙ୍କର ସୂର୍ଯ୍ୟ ତିଲକ...

ଘରେ ବସିଥିବାବେଳେ ଭାଙ୍ଗିଲା ମଝି ଓରା, କାନ୍ଥ ଭୁଶୁଡ଼ି ଆଉ ଜଣଙ୍କ ଗୁହାଳ ଭାଙ୍ଗିଲା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କଣ୍ଟିପାଳ ମଠସାହି ଗ୍ରାମରେ ରବିବାର ସକାଳୁ ଘରର ମଝି ଓରା ଭାଙ୍ଗି ଯିବାରୁ କାନ୍ଥ...

ଗାଡ଼ି ଧକ୍କାରେ ଆଖିବୁଜିଲେ ବାଇକ୍‌ ଆରୋହୀ

ଦେବଗଡ଼,୬ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ପଳସାକୁଦର ଛକଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ...

ଘରେ ବସି କରନ୍ତୁ ମ୍ୟୁଚୁଆଲ ଫଣ୍ଡର KYC, ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ

ଯଦି ଆପଣ ମଧ୍ୟ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ କିମ୍ବା ଡିମାଟ ଆକାଉଣ୍ଟ ଖୋଲି ଏହା କରିପାରିବେ।...

8th Pay Commission: ୨୦୨୬ ଜାନୁଆରୀ ପହିଲାରୁ ଅବସର ନେଉଥିବା କର୍ମଚାରୀଙ୍କୁ ମିଳିବ କି ନାହିଁ ୮ମ ବେତନ କମିଶନର ଲାଭ? ଜାଣନ୍ତୁ…

ନୂଆଦିଲ୍ଲୀ,୬।୪: ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହା ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଚିନ୍ତା ବଢ଼ିପାରେ। କାରଣ କର୍ମଚାରୀମାନଙ୍କ ମନରେ...

ସୀମା ଟପିଲା ଯୌତୁକ ନିର୍ଯାତନା: ବୋହୂକୁ ନିର୍ଧୂମ ପିଟିଲେ ଶାଶୁ-ଶ୍ୱଶୁର

ବାଲେଶ୍ୱର,୬ା୪(ବାଞ୍ଛାନିଧି ଦେ): ଅଧିକ ଯୌତୁକ ଦାବି କରି ବୋହୂକୁ ଶାଶୁଘର ଲୋକଙ୍କ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶାଶୁଘର ଲୋକଙ୍କ ମାଡ଼ରେ ବୋହୂ ଗୁରୁତର ହୋଇ...

Viral Video: କୁନି ଝିଅକୁ ଝାମ୍ପି ନେବାକୁ ଉଡି ଆସିଲା ବିଶାଳକାୟ ଚିଲ, ଆଉ ତା’ ପରେ ଯାହା ହେଲା ଦେଖିଲେ… 

ସୋସିଆଲ ମିଡିଆରେ ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଚିଲ ଏକ ଝିଅକୁ ଉଠାଇନେବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। ଯିଏ ଉକ୍ତ ଭିଡିଓକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image