Categories: ଜାତୀୟ

ୟୁକ୍ରେନ୍‌ ବୈଦେଶିକ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜୟଶଙ୍କର…

ନାମପେହ୍ନ,୧୨।୧୧ : ଆଜି କାମ୍ବୋଡିଆର ରାଜଧାନୀ ନାମପେହ୍ନରେ ଅନୁଷ୍ଠିତ ଏସିଆନ-ଭାରତ ସ୍ମାରକ ଶିଖର ସମ୍ମିଳନୀରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୟୁକ୍ରେନର ପ୍ରତିପକ୍ଷ ଦିମିତ୍ରୋ କୁଲେବାଙ୍କୁ ଭେଟିଛନ୍ତି। ଦୁଇ ନେତା ୟୁକ୍ରେନ ଯୁଦ୍ଧ ଏବଂ ଆଣବିକ ବିପଦ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଜୟଶଙ୍କର ଟୁଇଟ କରି କହିଛନ୍ତି ଯେ ଆମର ଆଲୋଚନାରେ ୟୁକ୍ରେନ ବିବାଦ, ବିଶ୍ୱର ଖାଦ୍ୟ ସଙ୍କଟ ମଧ୍ୟରେ ଉପଯୋଗୀ ପଦକ୍ଷେପ ଏବଂ ଆଣବିକ ଅସ୍ତ୍ରଶସ୍ତ୍ର ସହ ଜଡ଼ିତ ଚିନ୍ତା ସମ୍ବନ୍ଧୀୟ ସମସ୍ତ ପ୍ରସଙ୍ଗ ଅନ୍ତର୍ଭୁକ୍ତ ହୋଇଛି।

 

Share