ଗଞ୍ଜାମରେ ଝାମୁ ଯାତ୍ରା ଶୁଭାରମ୍ଭ: ୨୩ରୁ ନିଆଁରେ ଚାଲିବେ ମାନସିକଧାରୀ

ଞ୍ଜାମ,୧୭।୩(ଡି.ଏନ୍‌.ଏ.): ଆବାହନ କାଳରୁ ହୋଇ ଆସୁଥିବା ତେଲୁଗୁ ସମ୍ପ୍ରଦାୟ ଦେବୀ ମା’ ଏଲଏମାଙ୍କ ଝାମୁ ଯାତ୍ରା ମଙ୍ଗଳବାର ଆରମ୍ଭ ହୋଇଛି । ଗଞ୍ଜାମସ୍ଥିତ ଷୋହଳ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ଙ୍କ ମନ୍ଦିରରେ ଏହି ଯାତ୍ରା ଅନୁଷ୍ଟିତ ହୁଏ। ବର୍ତ୍ତମାନ ମା’ ଙ୍କ ଘଟ ସହର ପରିକ୍ରମା କରାଯାଉଛି । ଆସନ୍ତା ୨୩ ମଙ୍ଗଳବାର ମାନସିକଧାରୀ ମାନେ ନିଆଁରେ ଚାଲିବା ନେଇ ମନ୍ଦିର ପରିଚାଳକ କହିଛନ୍ତି।

Share