ମାତ୍ର ୫୧ ଟଙ୍କାରେ ବର୍ଷସାରା ମିଳିବ ୫ଜି ଡାଟା, ଜିଓର ସ୍ପେଶାଲ ଅଫର୍‌…

ନୂଆଦିଲ୍ଲୀ,୨୦।୧୧: ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଏକ ସ୍ବତନ୍ତ୍ର ଭାଉଚର ପ୍ରଦାନ କରୁଛି । ମାତ୍ର ୬୦୧ ଟଙ୍କାରେ 5G ଅପଗ୍ରେଡ ଗିଫ୍ଟ ଭାଉଚର ପ୍ରଦାନ କରୁଛି ଜିଓ । ଆପଣ ଏହି ଭାଉଚରକୁ ନିଜ ପାଇଁ ବ୍ୟବହାର କରିପାରିବେ କିମ୍ବା ଏହାକୁ ଅନ୍ୟ କାହାକୁ ଉପହାର ମଧ୍ୟ କରିପାରିବେ । ଏହାର ବେଷ୍ଟ ଫିଚର୍‌ ହେଉଛି ଏହା ସଂପୂର୍ଣ୍ଣ ଟ୍ରାନ୍ସଫରଯୋଗ୍ୟ ।

ଯେତେବେଳେ ଆପଣ ଏହି ଭାଉଚରକୁ କାହାକୁ ଉପହାର ଦିଅନ୍ତି, ଏହା ସେମାନଙ୍କର MyJio ଆକାଉଣ୍ଟରେ ଯୋଡି ହୋଇଯିବ । ଏହି ଭାଉଚର୍‌ ସେହି ୟୁଜର୍ସମାନଙ୍କ ପାଇଁ, ଯେଉଁମାନେ ବର୍ତ୍ତମାନ 4G ନେଟୱାର୍କରେ ଅଛନ୍ତି ଏବଂ Jio ର 5G ଏକ୍ସପେରିଏନ୍ସ ଅନୁଭବ କରିବାକୁ ଚାହୁଁଛନ୍ତି । ଜିଓ ବର୍ତ୍ତମାନ ସେହି ପ୍ଲାନଗୁଡିକ ଉପରେ 5G ସର୍ଭିସ ପ୍ରଦାନ କରୁଛି ଯେଉଁଥିରେ ୨GB କିମ୍ବା ଅଧିକ ଡେଲି ଡାଟା ଉପଲବ୍ଧ ଅଛି ।

ଏପରି ପରିସ୍ଥିତିରେ, ଯେଉଁମାନେ ଦୈନିକ ୧. ୫ ଜିବି ଡାଟା ସହିତ କୌଣସି ପ୍ଲାନ ବ୍ୟବହାର କରୁଛନ୍ତି, ସେମାନେ ଏହି ଭାଉଚର ସାହାଯ୍ୟରେ 5G ର ମଜା ଉଠାଇପାରିବେ । ୬୦୧ ଟଙ୍କାର ଏହି ଭାଉଚର୍‌ ବାସ୍ତବରେ ୧୨ଟି ଛୋଟ ଭାଉଚରର ଏକ ପ୍ୟାକେଜ, ଯାହାର ପ୍ରତ୍ୟେକ ଭାଉଚରର ମୂଲ୍ୟ ୫୧ ଟଙ୍କା । MyJio ଆପରୁ ଏହି ୫୧ଟଙ୍କାର ଭାଉଚର୍‌ ଆକ୍ଟିଭ ହୋଇପାରିବ ।

ଏହି ଭାଉଚର୍‌ ବ୍ୟବହାର କରି, ଆପଣ ଏକ ବର୍ଷ ପାଇଁ 5G ନେଟୱାର୍କ ସହିତ କନେକ୍ଟ ରହିପାରିବେ । ବିଶେଷ କଥା ହେଉଛି ୫୧ ଟଙ୍କା ଭାଉଚର୍‌ କେବଳ ସେହି ମାସିକ ପ୍ରିପେଡ ପ୍ଲାନରେ ବ୍ୟବହାର କରାଯାଇପାରିବ ଯାହା ଦୈନିକ ୧. ୫ ଜିବି ଡାଟା ପ୍ରଦାନ କରିଥାଏ । ୬୦୧ ଭାଉଚରକୁ Myjio ଆକାଉଣ୍ଟରେ ଟ୍ରାନ୍ସଫର କରାଯାଇପାରିବ ।

ତଥାପି, ୫୧ ଟଙ୍କାର ଛୋଟ ଭାଉଚରକୁ ପୃଥକ ଭାବରେ ଟ୍ରାନ୍ସଫର କରାଯାଇପାରିବ ନାହିଁ । ଜିଓ କହିଛି, ଉପଭୋକ୍ତାମାନେ ୬୦୧ Jio True 5G ଅପଗ୍ରେଡ ଗିଫ୍ଟ ଭାଉଚରକୁ ସେମାନଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସେମାନଙ୍କ Jio ନମ୍ବରରେ ରିଡିମ କରିବା ପୂର୍ବରୁ ଟ୍ରାନ୍ସଫର କରିପାରିବେ ।

ରିଲାଏନ୍ସ ଜିଓର ଏହି ଭାଉଚର୍‌ ସେହି ୟୁଜର୍ସଙ୍କ ପାଇଁ ବହୁତ ଭଲ, ଯେଉଁମାନେ କମ ମୂଲ୍ୟରେ 5G ର ମଜା ଉଠାଇବାକୁ ଚାହୁଁଛନ୍ତି । ଏହାକୁ ବ୍ୟବହାର କରି, ୟୁଜର୍ସମାନେ ଅଧିକ ଖର୍ଚ୍ଚ ନକରି ସେମାନଙ୍କର ଡାଟା ସ୍ପିଡ ଏବଂ କନେକ୍ଟିଭିଟି ଅପଗ୍ରେଡ କରିପାରିବେ ।

ଏହି ଭାଉଚରକୁ ରିଡିମ କରିବାକୁ ହେଲେ ଆପଣଙ୍କର MyJio ଆକାଉଣ୍ଟ ଲଗଇନ କରନ୍ତୁ । ଆପ ମେନୁରୁ My Voucher ସେକ୍ସନକୁ ଯାଆନ୍ତୁ । ଉପଲବ୍ଧ ଭାଉଚର ଲିଷ୍ଟରୁ ୬୦୧ ଭାଉଚର୍‌ ଚୟନ କରନ୍ତୁ । ଭାଉଚରକୁ ରିଡିମ କରିବାକୁ ‘Redeem’ ବଟନ ଦବାନ୍ତୁ । ଏହାପରେ ଭାଉଚର ରିଡିମ ପ୍ରକ୍ରିୟା ନିଶ୍ଚିତ କରନ୍ତୁ । ଭାଉଚର ରିଡିମ ହେବା ମାତ୍ରେ ଜିଓର 5G ନେଟୱାର୍କ ବ୍ୟବହାର କରିବା ଆରମ୍ଭ କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri