Categories: Video

JNU marred by unprecedented violence । ଜେଏନୟୁରେ ହିଂସା , ଦେଶବ୍ୟାପି ନିନ୍ଦା

Unprecedented violence in Jawaharlal Nehru University (JNU) by several masked individuals has left at least 20 students, including girls and teachers, inside the campus. With severe injuries from wooden and metal rods, the students, including JNUSU President Aishe Ghosh, were admitted to AIIMS Delhi. “We strongly condemn the violence on JNU campus,” netizens slammed the act and termed it as a ‘desperate attempt by forces of anarchy, who are determined to use students as cannon fodder, and create unrest to shore up their shrinking political footprint’.

ପୁଣି ଅଶାନ୍ତ ଦିଲ୍ଲୀ ସ୍ଥିତ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ ପରିସର । ରବିବାର ରାତିରେ କେତେଜଣ ଦୁର୍ବୁତ୍ତ କ୍ୟାମ୍ପସରେ ପ୍ରବେଶ କରି ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କୁ କାଠଫାଳିଆ ଓ ଲୁହାରଡ୍‌ରେ ଆକ୍ରମଣ କରିଛନ୍ତି। ଏହି ଘଟଣାକୁ ନେଇ କାଲି ରାତି ସାରା ଜେଏନୟୁ କ୍ୟାମ୍ପସ ବାହାରେ , ଦିଲ୍ଲୀ ଏମ୍ସ ପରିସର, ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ ଛାତ୍ର ଉତ୍ତେଜନା ଲାଗି ରହିଥିଲା । ଏହି ଘଟଣାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି ।