ଭୁବନେଶ୍ୱର, ୧୨।୧: ପୁଣି ରାଜଧାନୀରେ ଚାକିରୀ ନାଁରେ ଠକେଇ ଅଭିଯୋଗ। ଚାକିରୀ କରେଇ ଦେବାକୁ କହି ଯୁବକଙ୍କଠାରୁ ଠକିନେଲେ 9 ଲକ୍ଷ ଟଙ୍କା। ସାଇବର ଥାନାରେ ଅଭିଯୋଗ ଦେଲେ ଯୁବକ। ବର୍ତ୍ତମାନ ସମୟରେ ଚାକିରୀ ଖଣ୍ଡିଏ ପାଇବା ପାଇଁ କାଇଁ କେତେ ଧାଁ ଧପଡ କରୁଥିଲା ବେଳେ ସୋସିଆଲ ମିଡିଆରେ ଯୁବକ ଯୁବତୀ ମାନଙ୍କୁ ଭକୁଆ ବନାଉଛନ୍ତି ସାଇବର ଲୁଟେରା ।