ଅଙ୍ଗନଓ୍ବାଡି କର୍ମୀ ପାଇଁ ବାହାରିଲା ନିଯୁକ୍ତି, ୧୦ମ ପାସ୍‌ କରିଥିଲେ…

ଖୁସି ଖବର। ଅଙ୍ଗନଓ୍ବାଡିରେ ବାହାରିଲା ନିଯୁକ୍ତି। ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାବେ। ସବୁ ଗାଁରେ ବର୍ତ୍ତମାନ ଅଙ୍ଗନବାଡ଼ି ଚାଲିଛି । ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ଗର୍ଭଧାରଣ ସମୟଠାରୁ ସ୍ତନ୍ୟପାନ କରାଇବା ଏବଂ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ଟୀକାକରଣ ପର୍ଯ୍ୟନ୍ତ ସବୁ କାମ କରିଥାନ୍ତି।

ତେବେ ଏଥିପାଇଁ ଅନନ୍ତପୁରରେ ୮ ଟି, ଶିଙ୍ଗନାମାଲାରେ ୬ ଟି, ନରପାଲାରେ ୯ ଟି, ଅନନ୍ତପୁର ଗ୍ରାମରେ ୧୦ ଟି, ତାଡିପାଟ୍ରିରେ ୧୪ ଟି, ଗୁଟିରେ ୫ ଟି, ଉରାଭାକୋଣ୍ଡାରେ ୧୨ ଟି, କଲ୍ୟାଣଦୁରଗମରେ ୬ ଟି, କାନକାଲୁରେ ୫ ଟି, ରାମଦୁରଗମରେ ୨ ଟି ପଦବୀ ଖାଲି ଅଛି।

ପୋଷ୍ଟଗୁଡିକ ସହିତ ଜଡିତ ରୋଷ୍ଟର ପଏଣ୍ଟ ଏବଂ ଖାଲି ସ୍ଥାନଗୁଡିକର ତାଲିକା ସମ୍ପୃକ୍ତ CDPO କାର୍ଯ୍ୟାଳୟରେ ନୋଟିସ ବୋର୍ଡରେ ଉପଲବ୍ଧ । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୧ ଅକ୍ଟୋବର ପୂର୍ବରୁ ଆବେଦନ ଦାଖଲ କରିପାରିବେ। ସୋମବାର ଏଥିପାଇଁ ଏକ ଘୋଷଣା କରାଯାଇଛି। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନଙ୍କୁ ଅକ୍ଟୋବର ୧ ପୂର୍ବରୁ CDPO କାର୍ଯ୍ୟାଳୟରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାରେ ପ୍ରତିଷ୍ଠା ହେବ ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟିର କ୍ୟାମ୍ପସ

ଭୁବନେଶ୍ୱର,୨୭ା୯: ଓଡିଶାରେ ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ...

ଉଚ୍ଚଶିକ୍ଷା ମନ୍ତ୍ରୀ ଦେଲେ ସୂଚନା: ଖୁବଶୀଘ୍ର ପୂରଣ ହେବ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ପଦବୀ

ଭୁବନେଶ୍ୱର,୨୭ା୯: ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୫୦୦ ରୁ ଅଧିକ ପ୍ରାଧ୍ୟାପକ ପଦ ଶୀଘ୍ର ପୂରଣ ହେବ ବୋଲି ଶୁକ୍ରବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ...

ଜୁନିୟର କ୍ଲର୍କ ନିଯୁକ୍ତି ୨୦୨୪ ପାଇଁ ବିଜ୍ଞପ୍ତି: +୨ ପାସ୍‌ କରିଥିଲେ ସୁବର୍ଣ୍ଣ ସୁଯୋଗ, ଆବେଦନ କରିବାର ଶେଷ ସମୟସୀମା ରହିଛି…

ଭୁବନେଶ୍ୱର,୨୬।୯: ଓଡ଼ିଶା ପୋଲିସ ତରଫରୁ ଡିପିଓ କ୍ୟାଡର ପୋଷ୍ଟ ଜୁନିୟର କ୍ଲର୍କ ନିଯୁକ୍ତି ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭୭ ଟି ପଦବୀ ପୂରଣ...

ସାମ୍ବାଦିକତା ପାଠ ପଢିଥିଲେ ବଡ଼ ନିଯୁକ୍ତି ସୁଯୋଗ: ଓପିଏସସି ପ୍ରକାଶ କଲା ବିଜ୍ଞପ୍ତି

ଭୁବନେଶ୍ୱର,୨୪।୯: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ SDIPRO ପଦବୀ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ୍...

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ, ଦଶମ ପାସ୍‌ କରିଥିଲେ କରିପାରିବେ ଆବେଦନ, ଦରମା ରହିଛି…

ଭୁବନେଶ୍ୱର,୨୪।୯: ସୋମବାର ଓଡ଼ିଶା ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ବାଟାଲିୟନ ଅଧୀନରେ Sepoys/Constable ନିଯୁକ୍ତି ୨୦୨୪ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ...

ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଓଡ଼ିଶା ପାଇଁ ୨୬୨୯ ପଦ ପାଇଁ ବାହାରିଲା ନିଯୁକ୍ତି, ଲକ୍ଷେ ଯାଏଁ ରହିଛି ଦରମା…

ଭୁବନେଶ୍ୱର,୧୯।୯: ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଓଡ଼ିଶା ପାଇଁ ୨୬୨୯ ପଦ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଏନେଇ ଅଗଷ୍ଟ ୩୧ରେ ଘୋଷଣା କରାଯାଇଥିଲା।...

RI, ICDS, ARI, AMIN, SFS ପରୀକ୍ଷା ପାଇଁ ଆସିଲା ଆଡମିଟ୍ କାର୍ଡ

ଭୁବନେଶ୍ୱର,୧୪।୯: ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେସ୍କନ କମିଶନ ପକ୍ଷରୁ RI, ICDS, ARI, AMIN, SFS ପଦବୀ ପାଇଁ ଆଡମିଟ୍‌ କାର୍ଡ ପ୍ରକାଶ ପାଇଛି। ଆସନ୍ତା...

ଆସିଲା ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍‌ ପରୀକ୍ଷା ତାରିଖ: ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

କଟକ,୧୨।୯: ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍‌ ପରୀକ୍ଷା ପାଇଁ ତାରିଖ ପ୍ରକାଶ ପାଇଛି। ଅକ୍ଟୋବର ୨୭ ତାରିଖରେ ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା ନେଇ ଓଡିଶା ଜନସେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri