ଜୋ ବାଇଡେନ, ଏଲୋନ ମସ୍କଙ୍କୁ ହତ୍ୟା ଧମକ, ଟେଲସା କର୍ମଚାରୀ ଗିରଫ

ଟେକ୍ସାସ,୪।୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଟେକ ବିଲିୟନେୟାର ଏଲୋନ ମସ୍କଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଜଣେ ଟେସଲା କର୍ମଚାରୀଙ୍କୁ ଟେକ୍ସାସରେ ଗିରଫ କରାଯାଇଛି।
କୋର୍ଟ ଦଲିଲ ଅନୁଯାୟୀ, ୩୧ ବର୍ଷିୟ ଜଷ୍ଟିନ ମ୍ୟାକକୌଲେ ଏହି ଧମକ ଦେଇଛନ୍ତି ଅନ୍ୟ ଏକ ପୋଷ୍ଟରେ ଏହା ଲେଖା ଯାଇଛି ଯେ ମୁଁ ଟେକ୍ସାସରେ ପହଞ୍ଚିବି, ଯେଉଁଠାରେ ଅନେକ ଦିଗରେ ଯୁଦ୍ଧ ଆରମ୍ଭ ହୋଇଛି।

କୋର୍ଟ ଦଲିଲ ଅନୁଯାୟୀ, ୩୧ ବର୍ଷିୟ ଜଷ୍ଟିନ ମ୍ୟାକକୌଲେ ଏହି ଧମକ ଦେଇଛନ୍ତି ଅନ୍ୟ ଏକ ପୋଷ୍ଟରେ ଏହା ଲେଖା ଯାଇଛି ଯେ ମୁଁ ଟେକ୍ସାସରେ ପହଞ୍ଚିବି, ଯେଉଁଠାରେ ଅନେକ ଦିଗରେ ଯୁଦ୍ଧ ଆରମ୍ଭ ହୋଇଛି।
ଅଭିଯୋଗ ଅନୁଯାୟୀ, ସେ ଟେକ୍ସାସକୁ ଯାଉଛନ୍ତି ଏବଂ ସେ ଆଉ ଫେରିବେ ନାହିଁ ବୋଲି କହିବା ପରେ ମ୍ୟାକକୌଲେଙ୍କ ପତ୍ନୀ ରୋଜର୍ସ ପୋଲିସ ସହ ଯୋଗାଯୋଗ କରିଥିଲେ। ସେ ପୋଲିସକୁ ମଧ୍ୟ କହିଛନ୍ତି ଯେ ମ୍ୟାକକୌଲେ ତାଙ୍କ ଫୋନକୁ ଘରେ ଛାଡି ଦେଇଛନ୍ତି, ତେଣୁ ତାଙ୍କୁ ଖୋଜିବା ଅସମ୍ଭବ ହୋଇପଡିଛି।
ଅଭିଯୋଗ ଅନୁଯାୟୀ, ଜାନୁୟାରୀ ୨୬ରେ ଓକ୍ଲାହୋମାଠାରେ ମ୍ୟାକକୌଲି ରାଜ୍ୟ ଦେଇ ଯାତ୍ରା କରୁଥିବା ସମୟରେ ପୋଲିସ ତାଙ୍କୁ ଅଟକାଇଥିଲା। ରିପୋର୍ଟରେ କୁହାଯାଇଛି ଯେ ସେ ରାଷ୍ଟ୍ରପତିଙ୍କ ସହ କଥା ହେବାକୁ ଚାହୁଁଥିବା ଆଇନ ପ୍ରଣୟନକାରୀଙ୍କୁ କହିଛନ୍ତି।
ଏହାର କାରଣ ପଚରା ଯିବରୁ ସେ କହିଥିଲେ, ’ଯଦି ଆପଣ ଜାଣିଥିବେ ଆସନ୍ତାକାଲି ମରିବାକୁ ଯାଉଛନ୍ତି ତେବେ ଆପଣ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରିବାକୁ ଚାହୁଁ ନାହାଁନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ମୋ ହାତ, ଅଣ୍ଟାକୁ ଛୁଇଁଥିଲେ ଡୋନାଲ୍ଡ ଟ୍ରମ୍ପ: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ମଡେଲ୍‌

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାତ୍ର ୧୦ ଦିନ ବାକି ଅଛି। ଭାରତୀୟ ମୂଳର କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri