ଥୁଆମୁଳ ରାମପୁରରେ ନୂଆ ତହସିଲଦାରଙ୍କ ଯୋଗଦାନ

ଥୁଆମୂଳ ରାମପୁର,୨୭।୦୮(ଦୁର୍ଗା କୀର୍ତ୍ତି): ଗତ ୧୭ଅଗଷ୍ଟରେ ରାଜ୍ୟର ଓଏଏସ ସ୍ତରରେ ବଡ଼ ଅଦଳବଦଳ ହୋଇଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ କାର୍ଯ୍ୟାଳୟରେ ମଙ୍ଗଳବାର ନୂଆ ତହସିଲଦାର ଭାବେ ନିରୋଜ କୁମାର ଭତ୍ରା ଯୋଗଦେଇଛନ୍ତି। ପୁର୍ବରୁ ସେ କଳାହାଣ୍ଡି ଜିଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ କରୁଥିଲେ।

ସୂଚନା ଥାଉକି ଉକ୍ତ ତହସିଲର ପୁର୍ବରୁ କାର୍ଯ୍ୟରତ ତହସିଲଦାର କବିରାଜ ପ୍ରଧାନ ଗଞ୍ଜାମ ଜିଲାର କାନିଶି ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭାବର ସ୍ଥାନାନ୍ତର ହେବା ପରେ ଥୁଆମୁଳ ରାମପୁର ତହସିଲଦାର କାର୍‌ୟଯାଳୟରେ ପଦବୀ ଖାଲି ରହିଥିଲା। ନିରୋଜ କୁମାର ଭତ୍ରା କହିଛନ୍ତି, ତୃଣମୂଳ ସ୍ତରରେ ରହିଥିବା ବିଭିନ୍ନ ସମସ୍ୟାର ଉପରେ ସମାଧାନ କରିବା ପାଇଁ ଜନସାଧାରଣ ଓ ନିଜ ସହକର୍ମୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ । ତେବେ ଦେଖିବାକୁ ବକିରହିଲା ନୂତନ ତହସିଲଦାର ଏହି ବାନ ପାହାଡ ଘେରା ଦୁର୍ଗମ ଅଞ୍ଚଳପାଇଁ କଣ ସବୁ କରୁଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଉମରକୋଟ/ ତେନ୍ତୁଳିଖୁଣ୍ଟି, ୨୫।୧୦(ସନ୍ତୋଷ ଶତପଥୀ/ ଚିଦାନନ୍ଦ ସାହୁ): ବିନା ଲାଇସେନ୍ସରେ ବାଣ ରଖାଯାଇଥିବା ଖବରପାଇ ଉମରକୋଟ ପୋଲିସ ଏକ ଗୋଦାମରେ ଚଢ଼ାଉ କରିଛି। ସେଠାରୁ ପୋଲିସ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭବାନୀପାଟଣା,୨୫।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ପଦ ହରାଇଥିବା ନେଇଁ ଗୁରୁବାର ଗୃହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri