Posted inଜାତୀୟ

ଗଣମାଧ୍ୟମର ପ୍ରଭାବରେ ବିଚାରପତିମାନେ ରାୟ ଦିଅନ୍ତି ନାହିଁ: ହାଇକୋର୍ଟ…

ମୁମ୍ବାଇ,୭।୧୦ : ବମ୍ବେ ହାଇକୋର୍ଟର ଜଷ୍ଟିସ ପ୍ରକାଶ ଡି ନାୟକ କହିଛନ୍ତି ଗଣମାଧ୍ୟମର ପ୍ରଭାବରେ ବିଚାରପତିମାନେ ସେମାନଙ୍କର ରାୟ ଦିଅନ୍ତି ନାହିଁ। ସେ କହିଛନ୍ତି ଗଣମାଧ୍ୟମ ବିଷୟରେ ଲୋକଙ୍କ ଧାରଣା ରହିଛି ଏହା କୌଣସି ମାମଲାରେ ଅତ୍ୟଧିକ ଜଡିତ ହୁଏ।

କୋର୍ଟର ରାୟକୁ ଅପେକ୍ଷା କରିବା ପରିବର୍ତ୍ତେ ଗଣମାଧ୍ୟମ ନିଜର ନିଷ୍ପତ୍ତି ଆଗୁଆ ଦେଇଥାଏ। କିନ୍ତୁ ବିଚାରପତିମାନେ ଏସବୁ ଦ୍ୱାରା ପ୍ରଭାବିତ ନୁହଁନ୍ତି। ଶୁଣାଣି ଏବଂ ପ୍ରମାଣ ଆଧାରରେ ଆମେ ସବୁବେଳେ ଆମର ରାୟ ଦେଇଥାଉ । ବାସ୍ତବରେ, ନାଏକ ମଡଗାଓଁର ଜିଆର କାରେ ଆଇନ କଲେଜରେ ସମ୍ବୋଧିତ କରୁଥିବା ସମୟରେ ଉପସ୍ଥିତ ଛାତ୍ରୀଛାତ୍ର ତାଙ୍କୁ ମିଡିଆ ଟ୍ରାଏଲ ଉପରେ ତାଙ୍କର ମତାମତ ପଚାରିଥିଲେ। ଏହା ଉପରେ ନାୟକ କହିଥିଲେ, ମିଡିଆ ଟ୍ରାଏଲ ଅଛି।

ତେବେ ମୁଁ କହିବି ବିଚାରପତିମାନେ ଗଣମାଧ୍ୟମ ଦ୍ୱାରା ପ୍ରଭାବିତ ନୁହନ୍ତି। କୋର୍ଟରେ ମାମଲା ଦାଏର ହେବା ପୂର୍ବରୁ ମଧ୍ୟ ଗଣମାଧ୍ୟମ ଏହାର ନିଷ୍ପତ୍ତି ଦେଇଥାଏ। କୋର୍ଟକୁ ଯିବା ପୂର୍ବରୁ ବେଳେବେଳେ ସାକ୍ଷୀମାନଙ୍କର ସାକ୍ଷାତକାର ନିଆଯାଏ। କୁହାଯାଏ ଏଭଳି ମିଡିଆ ଟ୍ରାଏଲ ଶୁଣାଣି ଉପରେ ପ୍ରଭାବ ପକାଇଥାଏ। ନାୟକ କହିଛନ୍ତି, ’ମୁଁ ଯେତେ ଦୂର କଥା, ମୁଁ ସବୁବେଳେ ତଥ୍ୟ ଆଧାରରେ କାର୍ଯ୍ୟ କରିବାକୁ ପସନ୍ଦ କରିବି।

ପ୍ରତ୍ୟେକ ବିଚାରପତି କେବଳ ପ୍ରମାଣ ଏବଂ ଶୁଣାଣି ଆଧାରରେ ରାୟ ଦେବା ଉଚିତ ବୋଲି ସେ କହିଛନ୍ତି। ଗଣମାଧ୍ୟମ ଦ୍ୱାରା ବିଚାରପତିମାନେ କେବେ ପ୍ରଭାବିତ ହୁଅନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ୧୦୦ଟଙ୍କା ପଠାଇଲେ ଆଦିବାସୀ ମହିଳା, ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଓଡ଼ିଶାର ଜଣେ ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ୧୦୦ଟଙ୍କା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଜପାର...

କିଏ ସେହି ବିଜୟା କିଶୋର ରାହାଟକର? ହେଲେ ରାଷ୍ଟ୍ରୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୯।୧୦: କେନ୍ଦ୍ର ସରକାର ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଛନ୍ତି। ରେଖା ଶର୍ମାଙ୍କ ସ୍ଥାନରେ ବିଜୟା କିଶୋର...

ସ୍ତ୍ରୀଙ୍କ ପାଇଁ ୨୦ ବର୍ଷ ହେଲା କରଓ୍ବାଚୌଥ ବ୍ରତ କରୁଛନ୍ତି ଏହି ଭାଜପା ନେତା

ନୂଆଦିଲ୍ଲୀ,୧୯।୧୦: ବିବାହିତ ମହିଳାମାନେ ରବିବାର କରଓ୍ବାଚୌଥ ଉପବାସ କରିବେ। ବିଶ୍ୱାସ ଅନୁଯାୟୀ, ସାଧାରଣତଃ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏହି ଉପବାସ ପାଳନ...

ନୁଡଲ୍ସ ଭଳି ୨ ମିନିଟରେ ନିଆଯାଇ ପାରିବନି ନିଷ୍ପତ୍ତି, ଝାଡ଼ଖଣ୍ଡ ସିଟ ଶେୟାରିଂକୁ ନେଇ ଗର୍ଜିଲେ…

ରାଞ୍ଚି,୧୯।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଣ୍ଡିଆ ମେଣ୍ଟର ସିଟ ଶେୟାରିଂ ସୂତ୍ର ଘୋଷଣା କରିଛନ୍ତି। ଜେଏମଏମ ଏବଂ କଂଗ୍ରେସ ରାଜ୍ୟର ୮୧ଟି ବିଧାନସଭା ଆସନରୁ...

ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ...

ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲାଗି ପ୍ରସ୍ତାବ ପାରିତ, ମୋହର ଲଗାଇଲା ଉମର କ୍ୟାବିନେଟ୍‌

ଶ୍ରୀନଗର,୧୯।୧୦: ଜମ୍ମୁ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ଶନିବାର ଉମର ଅବଦୁଲ୍ଲା କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁଣି ଚାକିରି ଦେବେ ସରକାର, ଜାଣନ୍ତୁ କେତେ ପାଇବେ ଦରମା…

ନୂଆଦିଲ୍ଲୀ,୧୯ା୧୦: ଭାରତୀୟ ରେଳ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। ବାସ୍ତବରେ ରେଳ କର୍ମଚାରୀଙ୍କ ଅଭାବକୁ ଦୂର କରିବା ପାଇଁ ରେଳବାଇ...

ପଙ୍କଜା ମୁଣ୍ଡେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ…, କିଏ ଉଠାଇଲେ ଏହି ନାମ

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଆସନ ବଣ୍ଟନରେ ସମସ୍ତ ରାଜନୈତିକ ଦଳ ବ୍ୟସ୍ତ ଅଛନ୍ତି। ଏକନାଥ ଶିନ୍ଦେଙ୍କ ନାମରେ ନିର୍ବାଚନ ଲଢିିବା ପାଇଁ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri