କବାଡ଼ି ଲିଗ୍‌: ବିଞ୍ଝାଲ ୱାରିୟର୍ସ ଚାମ୍ପିୟନ

ନୂଆପଡ଼ା,୧୯ା୩(ମକାରୁ ବେମାଲ): ନୂଆପଡ଼ା ଜିଲା କବାଡି ସଂଘ ଓ ଜିଲା ରେଫରି ସଂଘର ମିଳିତ ଆନୁକୂଲ୍ୟରେ ଦର୍ଲିମୁଣ୍ଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଚାଲିଥିବା ନୂଆପଡା କବାଡି ପ୍ରିମିୟର ଲିଗ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳ ବିଞ୍ଝାଲ ୱାରିୟର୍ସ ଓ ସାହୁ ବଦର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସାହୁ ବଦର୍ସକୁ ହରାଇ ବିଞ୍ଝାଲ ୱାରିୟର୍ସ ଚାମ୍ପିୟନ ହୋଇଛି। ଉଦ୍‌ଯାପନୀ ସମାରୋହରେ ନୂଆପଡା ବିଧାୟକ ପ୍ରତିନିଧି ଜୟ ଢୋଲକିଆ ମୁଖ୍ୟଅତିଥି, ପ୍ରେମ ସାହୁ, ମହେନ୍ଦ୍ର କୁମାର ଖୁଣ୍ଟିଆ, ସରପଞ୍ଚ ସନ୍ଧ୍ୟାରାଣୀ ମିର୍ଦ୍ଧା, ସମିତି ସଭ୍ୟ ଅଶୋକ ଦଣ୍ଡସେନା, ସରପଞ୍ଚ ଟେକରାମ ସାହୁ, ସାମାଜିକ କର୍ମୀ ମାଧବ ପ୍ରସାଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ନଗଦ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ଦେବେନ୍ଦ୍ର ପ୍ରଧାନ ଓ କିଶୋର କୁମାର ପରିଡା କେଳ ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଭାଜପା ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୧୯।୯: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭା ପରିସରରେ ଭାଜପା ଜାତୀୟ ସାଧାରଣ ସମ୍ପାଦକ ତରୁଣ ଛୁଘଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ...

ଭାରତକୁ ଧମକାଇଲେ…ଟାରିଫ୍‌କୁ ନେଇ ଆମେରିକାକୁ ବଡ଼ ଚେତାବନୀ ଦେଲା ରୁଷିଆ

ନୂଆଦିଲ୍ଲୀ,୧୯।୯: ଭାରତ ଏବଂ ଚାଇନା ଉପରେ ଆମେରିକାର ଟାରିଫ୍‌ ସମ୍ପର୍କରେ ରୁଷିଆ ଏକ ବଡ଼ ବିବୃତ୍ତି ଜାରି କରିଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ...

ଓଡ଼ିଶାରେ ୫ ବର୍ଷରେ ସଡ଼କ ଦୁର୍ଘଟଣାରେ ୨୭,୧୬୭ ମୃତ୍ୟୁ: ମନ୍ତ୍ରୀ

ଭୁବନେଶ୍ୱର,୧୯।୯: ଗତ ୫ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୨୭,୧୬୭ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଶୁକ୍ରବାର ବିଧାନସଭାରେ...

ରବିନ ଉଥାପାଙ୍କ ଖୁଲାସା: ଏହି ଷ୍ଟାରଙ୍କ ସହିତ ସମ୍ପର୍କ ବଗାଡ଼ି ଦେଇଥିଲେ ସାଙ୍ଗମାନେ

ବେଙ୍ଗାଲୁରୁ,୧୯।୯: ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପା କର୍ଣ୍ଣାଟକ ଦଳର ଜଣେ ସାଙ୍ଗ ତାଙ୍କ ଓ କରୁଣ ନାୟାରଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥିବା ଖୁଲାସା...

କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼

ବ୍ରହ୍ମପୁର,୧୯ା୯: ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା ବିଇଏମ୍‌ସିର ୯ ନଂ ଓ୍ବାର୍ଡର କର୍ପୋରେଟର ସନ୍ତୋଷ କୁମାର ସେଠୀଙ୍କ ଘର...

ପୁଣି ଲଜ୍ଜା: ବିଶ୍ୱକର୍ମା ପୂଜା ଦେଖି ଫେରୁଥିବାବେଳେ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଲେ ୨ ଯୁବକ

ବଣାଇ,୧୯।୯(ପ୍ରଦୀପ ତ୍ରିପାଠୀ): ଆପରାଧିକ ମାମଲା ଥମିବାର ନାଁ ଧରୁନି। ପୁଣି ଲଜ୍ଜା, ବିଶ୍ୱକର୍ମା ପୂଜା ଦେଖି ଫେରୁଥିବାବେଳେ ଗଣବଳାତ୍କାରର ଶିକାର ହୋଇଛନ୍ତି ଜଣେ ନାବାଳିକା। ଘଟଣାରୁ...

ଶୋଇଥିଲେ ସ୍ତ୍ରୀ, ଗଣ୍ଡି-ମୁଣ୍ଡ ଅଲଗା କରିଦେଲେ ସ୍ବାମୀ: ତା’ପରେ ଥାନାକୁ ଯାଇ..

ଜଳେଶ୍ୱର,୧୯।୯(ନବୀନ ସାହୁ): ରାଇବଣିଆରେ ବିଭତ୍ସ ହତ୍ୟା। ରାତିରେ ଶୋଇଥିବାବେଳେ ସ୍ତ୍ରୀଙ୍କ ବେକକୁ ହାଣି ଶରୀରରୁ ଅଲଗା କରିଦେଲେ ସ୍ବାମୀ। ହତ୍ୟା ପରେ ରାଇବଣିଆ ଥାନାରେ ଆତ୍ମସମର୍ପଣ...

ରେଞ୍ଜରଙ୍କ ପୈତୃକ ଘରେ ଭିଜିଲାନ୍ସ: ୯ଟି ସ୍ଥାନରେ ଚାଲିଛି ମାରାଥନ ଚଢ଼ାଉ

ଦାରିଙ୍ଗବାଡି,୧୯।୯(ଅରୁଣ ସାହୁ):ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରୁଛନ୍ତି। ଏହି ଟିମରେ କୋରାପୁଟ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image