ଭାବି ସ୍ବାମୀଙ୍କ ସହ ଫଟୋ ଶେୟାର କଲେ ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ। ସେ ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ କିଚଲୁ ବିବାହ କରିବେ। ପବିତ୍ର ଦଶହରା ଅବସରରେ ଦୁହେଁ ଏକାଠି ନଜର ଆସିଛନ୍ତି। ଏ ନେଇ କାଜଲ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି। ଫଟୋରେ କାଜଲ ଓ ଗୌତମ ନଜର ଆସିଛନ୍ତି। ନିଜେ କାଜଲ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋକୁ ଶେୟାର କରି ଲେଖିଛନ୍ତି ଯେ, ଆମ ତରଫରୁ ଦଶହରାର ଶୁଭେଚ୍ଛା।

Share