ଶାଶୁଙ୍କ ବିଷୟରେ ଏମିତି କହିଲେ କାଜଲ ଅଗ୍ରଓ୍ବାଲ

ନିକଟରେ ଅଭିନେତ୍ରୀ କାଜଲ ଅଗ୍ରୱାଲ ପ୍ରେମିକ ଗୌତମ କିଚଲୁଙ୍କୁ ବିବାହ କରିଥିଲେ। ସୋସିଆଲ ମିଡିଆରେ କାଜଲଙ୍କ ବିବାହ ଫଟୋ ଭାଇରାଲ ହୋଇଥିଲା। ବିବାହ ପରେ ସେ ତାଙ୍କ ଶାଶୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କାଜଲ ତାଙ୍କ ଶାଶୁଙ୍କ ସହ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଗୁଡିକ କାଜଲଙ୍କ ବିବାହର। ଫଟୋରେ ସେ ଏବଂ ତାଙ୍କ ଶାଶୁଙ୍କ ମଧ୍ୟରେ ଭଲ ବନ୍ଧନ ଥିବା ଦେଖିବାକୁ ମିଳୁଛି। ଗୋଟିଏ ଫଟୋରେ କାଜଲ ତାଙ୍କ ଶାଶୁଙ୍କ ହାତରେ ଚୁମ୍ବନ ଦେଉଥିବା ବେଳେ ଦ୍ୱିତୀୟ ଚିତ୍ରରେ ଦୁହେଁ ଏକାଠି ପୋଜ୍‌ ଦେଉଛନ୍ତି।
ସେ କ୍ୟାପଶନରେ ଲେଖିଛନ୍ତି- ମୋ ଜୀବନରେ ତୁମକୁ ପାଇ ମୁଁ ଅଧିକ କୃତଜ୍ଞ ହୋଇପାରିଛି। ଜନ୍ମଦିନର ଶୁଭେଚ୍ଛା ମା’। କାଜଲ ଶାଶୁ ଧିରା କିଚଲୁଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। କାଜଲଙ୍କ ଭଉଣୀ ନିଶା ଅଗ୍ରୱାଲ ମଧ୍ୟ ଏହି ଚିତ୍ରଗୁଡ଼ିକ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି- “ଜନ୍ମଦିନର ଶୁଭେଚ୍ଛା ଧରା ମାଉସୀ”।

 

https://www.instagram.com/p/CIuHJplnbWk/?utm_source=ig_web_copy_link


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି ପ୍ରେମୀଯୁଗଳ କାହିଁକି ପାଳନ କରନ୍ତି ହଗ୍‌ ଡେ’

ଯଦିଓ ପ୍ରେମ ପାଇଁ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା...

Promise Day: ଭାଲେଣ୍ଟାଇନ୍ସ ଓ୍ବିକ୍‌ର କ’ଣ କହେ ଏହି ୫ମ ଦିନ ଜାଣନ୍ତୁ…

ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ ବା ପ୍ରେମସପ୍ତାହ। ପ୍ରେମୀଯୁଗଳ ଏହି ସପ୍ତାହରେ ଅସୁମାରୀ ସ୍ବପ୍ନ ଦେଖିଥାନ୍ତି। ନିଜର ସାଥୀ ସହ ପ୍ରତି ମୁହୂର୍ତ୍ତକୁ କେମିତି ସ୍ପେଶାଲ...

ପ୍ରେମସମ୍ପର୍କକୁ ସୁଦୃଢ଼ କରେ ଟେଡି ଉପହାର, ଜାଣନ୍ତୁ ଏହି ରଙ୍ଗର ଟେଡି ଦେଲେ…

ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି...

Chocolate Day: ସାଥୀଙ୍କୁ ଚକୋଲେଟ୍‌ ଦେଇ ଏପରି କିଣନ୍ତୁ ମନ…

ଫେବୃଆରୀ ମାସଟି ପ୍ରେମୀଯୁଗଳଙ୍କ ପାଇଁ ବହୁତ ସ୍ବତନ୍ତ୍ର। କାରଣ ଏହି ମାସରେ ପ୍ରେମୀଯୁଗଳଙ୍କ ଉପରେ ଖାଲି ପ୍ରେମର ବର୍ଷା ହିଁ ବର୍ଷା ହୋଇଥାଏ। ବିଶେଷକରି ପ୍ରେମକୁ...

ବୈଦିକ ଯୁଗରେ ମଧ୍ୟ ଥିଲା ଗୋଲାପର ପ୍ରଚଳନ, ରାଜକୁମାରଙ୍କୁ ଏମିତି ପ୍ରେମ ନିବେଦନ କରୁଥିଲେ ରାଜକୁମାରୀ

ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଛି। ପ୍ରଥମ ଦିନ ହେଉଛି ରୋଜ ଡେ’। ଏହି ସପ୍ତାହ ପ୍ରେମୀଯୁଗଳଙ୍କ ପାଇଁ ଏକ ବିଶେଷ ସପ୍ତାହ ଭାବରେ ବିବେଚନା କରାଯାଏ।...

ପ୍ରପୋଜ ଡେ’ରେ ସାଥୀଙ୍କୁ କେମିତି କହିବେ ମନର କଥା ଜାଣନ୍ତୁ…

ବର୍ତ୍ତମାନ ଭାଲେଣ୍ଟାଇନ ଓ୍ବିକ ବା ପ୍ରେମ ସପ୍ତାହ ଚାଲିଛି। ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଏହି ସପ୍ତାହକୁ ଯୁବପିଢ଼ି ବେଶ ଉତ୍ସାହର ସହ ପାଳନ କରୁଛନ୍ତି।...

ପ୍ରେମ ପାଇଁ ୭ ଦିନ: ମଙ୍ଗଳବାରଠାରୁ ଭାଲେଣ୍ଟାଇନ ସପ୍ତାହ…

ଫେବୃଆରୀ ମାସକୁ ପ୍ରେମ ପାଇଁ ଉତ୍ସର୍ଗୀକୃତ ମାସ ଭାବରେ ବିବେଚନା କରାଯାଏ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ମାସର ବିଶେଷ ମହତ୍ତ୍ୱ ରହିଛି। ଭାଲେଣ୍ଟାଇନ ସପ୍ତାହର...

ରାୟଗଡ଼ା ଓଭରବ୍ରିଜ୍‌ର ସ୍ଥିତି ଯାଞ୍ଚ କଲା ସ୍ବତନ୍ତ୍ର ଟିମ୍‌

ରାୟଗଡ଼ା ଅଫିସ,୪ା୧୧: ଗୁଜରାଟ ଝୁଲାପୋଲ ଭୁଶୁଡ଼ିବା ପରେ ଜାତୀୟ ରାଜପଥ ବିଭାଗର ଚେତା ପଶିଛି। ଦୀର୍ଘଦିନ ଧରି ଅବହେଳିତ ଏବଂ ବିପଜ୍ଜନକ ଅବସ୍ଥାରେ ରହିଥିବା ରାୟଗଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri