Categories: ବାଣିଜ୍ୟ

ଆଜି ସରିବ କଲ୍ୟାଣ ଏଣ୍ଡ ଅଫ୍‌ ଇୟର ସେଲ୍‌

ଭୁବନେଶ୍ୱର, ୭।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ବହୁ ପ୍ରତୀକ୍ଷିତ ‘ଏଣ୍ଡ ଅଫ୍‌ ଇୟର ସେଲ୍‌’ ଆନୁଷ୍ଠାନିକ ଭାବେ ରବିବାର ଶେଷ ହେଉଛି। ଏହା ପୂର୍ବରୁ ଗ୍ରାହକଙ୍କ ଚାହିଦା ଓ କାରବାରକୁ ଆଖି ଆଗରେ ରଖି କଲ୍ୟାଣ ପକ୍ଷରୁ ଅବଧି ବୃଦ୍ଧି କରାଯାଇଥିଲା। ଏହି ସେଲ୍‌ ଜରିଆରେ ଆକର୍ଷଣୀୟ ଡିଜାଇନ ଓ ରିହାତି ସହ ଅନ୍‌ ମେକିଂ ଚାର୍ଜସ ଫର୍‌ ଅଲ୍‌ ପ୍ରଡକ୍ଟସ ଉପରେ ଫ୍ଲାଟ୍‌ ୫୦%ର ରିହାତି ଦିଆଯାଉଛି।

Share