କମଲା ହାରିସ୍‌ ହୋଲି ଅବସରରେ କହିଲେ ଏପରି…

ଓ୍ବାଶିଂଟନ,୨୯।୩: ଆମେରିକା ରାଷ୍ଟ୍ରପତି କମଲା ହାରିସ୍‌ ହୋଲି ଅବସରରେ ଶୁଭକାମନା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ହୋଲି ଉତ୍ସବରେ ନିଜ ନିଜ ମଧ୍ୟରେ ଥିବା ମତଭେଦ ଭୁଲି ଏକାଠି ହେବା ଆବଶ୍ୟକ। ହୋଲିର ରଙ୍ଗ ଭଲ ପାଉଥିବା ଲୋକଙ୍କୁ ଲଗାଯାଇଥାଏ। ତେଣୁ ସଭିଏଁ ମନରେ ସକାରାତ୍ମକ ମନୋଭାବ ନେଇ ମନ ଖୁସିରେ ଉତ୍ସବ ପାଳନ କରିବା ଉଚିତ ବୋଲି ସେ କହିଛନ୍ତି।

Share