Categories: Video

Kapil says goodbye to comedy | ଆଉ କମେଡି କରିବେନି କପିଲ୍ !

In this epiode we bring you: Is it true that Kapil will no longer be seen doing comedy? How Anupam Kher and Chetan Bhagat lock horns over Delhi violence and Big B still holds top position. In the last segment of our episode, we will let you know in which action flick you will see Babushan.

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା କଣ ସତରେ କପିଲ ଶର୍ମା ଆଉ କରିବେନି କମେଡି। ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ କିଏ ଆସିବେ ନଜର। ଦିଲ୍ଲୀ ହିଂସାକୁ ନେଇ ଅନୁପମ୍ ଖେର ଓ ଚେତନ ଭଗତଙ୍କ ମଧ୍ୟରେ କଣ ଚାଲିଛି କଥା କଟାକଟି। ବିଗ୍ ବି ପୁଣି ଟପରେ ଓ ଶେଷରେ ଦେଖିବା ବାବୁସାନ୍ କେଉଁ ଆକ୍ସନ ଫିଲ୍ମରେ ଆସିବେ ନଜର ।