ଟ୍ରୋଲର୍ସଙ୍କୁ ଜବାବ ଦେଲେ କରନ୍‌

ମୁମ୍ବାଇ: ଆଲିଆ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ‘ଜିଗ୍‌ରା’ ନିକଟରେ ଖୁବ୍‌ ଚର୍ଚ୍ଚାରେ ରହିଛି। ତେବେ ଫିଲ୍ମର ପ୍ରମୋଶନବେଳେ ଏକ ସାକ୍ଷାତ୍‌କାରରେ ଏହାର ନିର୍ଦ୍ଦେଶକ ଭାସନ୍‌ ବାଲାଙ୍କ ଏକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ‘ଜିଗ୍‌ରା’ ଫିଲ୍ମ ନିର୍ମାତା କରନ୍‌ ଜୋହର ଏହି ଫିଲ୍ମର ଅସମ୍ପୂର୍ଣ୍ଣ ସ୍କ୍ରିପ୍ଟକୁ କେନ୍ଦ୍ର କରି ତାଙ୍କ ବିନା ଅନୁମତିରେ ଫିଲ୍ମର ଲିଡ୍‌ ରୋଲ୍‌ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଚୟନ କରିଥିଲେ ବୋଲି ଭାସନ୍‌ ଏହି ସାକ୍ଷାତ୍‌କାରରେ କହିଥିଲେ। ସେତେବେଳେ ସେ କରନ୍‌ଙ୍କ ଏହି ନିଷ୍ପତ୍ତିରେ ଖୁସି ନ ଥିଲେ ବୋଲି ଭାସନ୍‌ କହିଥିଲେ। ଭାସନ୍‌ଙ୍କ ଏହି ମନ୍ତବ୍ୟ ଭାଇରାଲ ହେବା ସହ ଏହାକୁ ନେଇ ଅନେକ ସୋସିଆଲ ମିଡିଆ ୟୁଜର୍ସ ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ ଟ୍ରୋଲ୍‌ କରିଥିଲେ। ଶେଷରେ କରନ୍‌ ରବିବାର ଏହି ପ୍ରସଙ୍ଗକୁ ନେଇ ନିଜର ନୀରବତା ଭାଙ୍ଗିଛନ୍ତି।
କରନ୍‌ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଜୀବନକୁ ସବୁବେଳେ ସ୍ଥିର ରଖିବା ଉଚିତ, ଯେପରି ନକାରାତ୍ମକ ଲୋକଙ୍କ ମୁହଁ ବନ୍ଦ କରାଯାଇ ପାରିବ। ଏଥିପାଇଁ ଦୃଢ଼ ହେବାକୁ ପଡ଼ିବ। ଏହାସହ ସେ ‘ଜିଗ୍‌ରା’ ନିର୍ଦ୍ଦେଶକ ଭାସନ୍‌ ବାଲାଙ୍କ ଉକ୍ତ ସାକ୍ଷାତ୍‌କାରକୁ ସମ୍ପୂର୍ଣ୍ଣ ଭାବେ ଭଲ କରି ଦେଖିବାକୁ ତାଙ୍କୁ ଟ୍ରୋଲ୍‌ କରିଥିବା ୟୁଜର୍ସଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା

ମୁମ୍ବାଇ: ‘ବିଗ୍‌ବସ୍‌ ୧୮’ ରବିବାରଠାରୁ ଆରମ୍ଭ ହୋଇଛି। ଏହି ଶୋ’ରେ ଅଭିନେତ୍ରୀ ନିୟା ଶର୍ମା ଅଂଶଗ୍ରହଣ କରୁଥିବାନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ନିୟା ମଧ୍ୟ...

ସଲମାନଙ୍କୁ ଭେଟିଲେ ଆରଧ୍ୟା! ବି ଟାଉନ୍‌ରେ ହଲଚଲ, ଜାଣନ୍ତୁ ଭାଇରାଲ ଫଟୋ ପଛର ସତ୍ୟତା…

ମୁମ୍ବାଇ: ସଲମାନ ଖାନ ଏବେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ସୁଟିଂ ସେଟ୍‌ ଭିତରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ...

ଛାଡପତ୍ର ଗୁଜବ ଭିତରେ ଐଶ୍ୱର୍ଯ୍ୟାଙ୍କ ଡାଏରୀ ଫଟୋ ଭାଇରାଲ, ମୋର ଦୁଃଖ…

ମୁମ୍ବାଇ: ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଅନ୍ୟତମ ଲୋକପ୍ରିୟ ଦମ୍ପତି । ତେବେ ଗତ କିଛି ଦିନ ହେବ ଏହି ଦମ୍ପତିଙ୍କ...

ଆଜିଠୁ ବିଗ୍‌ବସ୍‌ ୧୮

ମୁମ୍ବାଇ: ରିୟଲିଟି ଶୋ’ ବିଗ୍‌ବସ୍‌ର ୧୮ତମ ସିଜନ୍‌ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ରାତି ୯ଟାରେ କଲର୍ସ ଟିଭିରେ ପ୍ରିମିୟର୍‌ ହେବାସହ ଜିଓ ସିନେମାରେ...

ଆରତୀଙ୍କୁ ଛାଡ଼ପତ୍ର ଦେଇ ଏହି ତରୁଣୀଙ୍କ ହାତ ଧରିଲେ ଜୟମ ରବି? ଫଟୋ ଦେଖି ପ୍ରଶଂସକ ଚକିତ…

ହାଇଦ୍ରାବାଦ: ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦକ୍ଷିଣ ଭାରତୀୟ ଅଭିନେତା ଜୟମ ରବି। ପ୍ରଥମ ପତ୍ନୀ ଆରତୀଙ୍କଠାରୁ ଛାଡ଼ପତ୍ର ନେବା ପରେ ସେ...

ନିଆଁ ଲଗାଇ କ୍ଷମା ମାଗିଲେ ମନ୍ତ୍ରୀ

ହାଇଦ୍ରାବାଦ: ତେଲଙ୍ଗାନାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କୋଣ୍ଡା ସୁରେଖା ବୁଧବାର ଅଭିନେତ୍ରୀ ସାମନ୍ଥା ଓ ଅଭିନେତା ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦକୁ ନେଇ ଏକ ବିବାଦୀୟ...

ଲଗେଜ୍‌ ହଜାଇ ଦେଲେ ଅନୁଷ୍କା ଶଙ୍କର: ସହାର୍ଯ୍ୟ ପାଇଁ କରିଥିଲେ…

ନୂଆଦିଲ୍ଲୀ,୪ା୧୦: ଖ୍ୟାତନାମା ସିତାର ବାଦକ ଅନୁଷ୍କା ଶଙ୍କର ଜର୍ମାନୀର ବର୍ଲିନ୍‌ରେ ତାଙ୍କ ଲଗେଜ୍‌ ହଜାଇ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଇଥିଲା, ଯାହା ଅନେକ ସୋସିଆଲ...

୫୧ ବର୍ଷ ପୁରୁଣା ବିବାହ କାର୍ଡରୁ ଅମିତାଭଙ୍କୁ ନେଇ ବଡ଼ ଖୁଲାସା! ମିଳିଲା ଏଭଳି ପ୍ରମାଣ…

ବମ୍ବେ: ୧୯୭୩ ମସିହା ଜୁନ୍‌ ୩ ତାରିଖରେ ଜୟା ବଚ୍ଚନଙ୍କ ହାତ ଧରିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଏହି ବିବାହକୁ ୫୦ ବର୍ଷରୁ ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri