Categories: ଜାତୀୟ

ଆଜି କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ହେବ ଘୋଷଣା

ନୂଆଦିଲ୍ଲୀ,୨୯।୩: ଆଜି କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ। ପୂର୍ବାହ୍ନ ୧୧.୩୦ରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ। ଏଥିସହ ନିର୍ବାଚନ ଫଳାଫଳ କେବେ ଆସିବ ସେନେଇ ମଧ୍ୟ ସୂଚନା ଦେବେ।

 

Share