Categories: ଜାତୀୟ

ମୁଖ୍ୟମନ୍ତ୍ରୀ ବୋମ୍ମାଇ ଆଗରେ, ଶିଗଗାଓଁ ହଟ ସିଟ୍‌ରେ କଂଗ୍ରେସ କେତେ ଭୋଟ ପଛରେ ଅଛି ଜାଣନ୍ତୁ…

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଭୋଟ ଗଣନା ଚାଲିଛି। କଂଗ୍ରେସ ୧୧୪ଟି ଆସନରେ ଆଗୁଆ ଥିବାବେଳେ ଭାଜପା ନେତା ତଥା ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ରାଜ୍ୟର ହାବେରୀ ଜିଲାର ଶିଗଗାଓଁ ଆସନରୁ ଆଗୁଆ ଅଛନ୍ତି।

ବୋମ୍ମାଇ ୨୩୦୦ ଭୋଟରେ ଆଗୁଆ ଅଛନ୍ତି । ଦ୍ୱିତୀୟ ସ୍ଥାନରେ କଂଗ୍ରେସର ପଠାନ ୟାସିର ଅହମ୍ମଦ ଖାନ ଏବଂ ତୃତୀୟ ସ୍ଥାନରେ ଜନତା ଦଳର ଶଶିଧର ୟେଲିଗର ଅଛନ୍ତି।

Share