Categories: ଜାତୀୟ

କର୍ନାଟକ ନିର୍ବାଚନ: ଭୋଟ ଗଣତି ଆରମ୍ଭ

ବେଙ୍ଗାଲୁରୁ.୧୩।୪: କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇବ। ତେବେ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହୋଇଛି। କିଛି ସମୟ ପରେ କର୍ନାଟକ କାହାର ହେବ ତାହା ସ୍ପଷ୍ଟ ହୋଇଯିବ। କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମେ’୧୦ରେ ଭୋଟଗ୍ରହଣ କରାଯାଇଥିଲା।

Share