Posted inଜାତୀୟ

ହିଜାବ ବିବାଦ ମାମଲାରେ ରାୟ ପ୍ରଦାନ କରିଥିବା ୩ ବିଚାରପତିଙ୍କୁ ଓ୍ବାଇ ବର୍ଗର ସୁରକ୍ଷା

ବେଙ୍ଗାଲୁରୁ,୨୦।୩: କର୍ନାଟକ ହିଜାବ ବିବାଦ ମାମଲାରେ ରାୟ ପ୍ରଦାନ କରିଥିବା କର୍ଣ୍ଣାଟକ ହାଇକୋର୍ଟର ତିନିଜଣ ବିଚାରପତିଙ୍କୁ ଓ୍ବାଇ ବର୍ଗର ସୁରକ୍ଷା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ରବିବାର ଏହି ସୂଚନା ଦେଇଛନ୍ତି। ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ଦୁଇ ଜଣଙ୍କୁ ଗିରଫ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ହିଜାବ ଉପରେ ଏହି ରାୟ ଦେଇଥିବା ତିନିଜଣ ବିଚାରପତିଙ୍କୁ ଆମେ ଓ୍ବାଇ ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛୁ ମୁଁ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛି ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ତେବେ ପ୍ରଶାସନ କିଛି ଲୋକଙ୍କୁ ଗିରଫ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ,ମାର୍ଚ୍ଚ ୧୫ରେ କର୍ନାଟକ ହାଇକୋର୍ଟ ହିଜାବ ବିବାଦ ଉପରେ ନିଜର ରାୟ ପ୍ରଦାନ କରିଥିଲେ। ହିଜାବ ପିନ୍ଧିବାକୁ ଅନୁମତି ନେଇ ଛାତ୍ରୀଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ କହିଥିଲେ, ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ। ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲିଦେବା ପରେ ଦେଖିବାକୁ ଗଲେ ରାହୁଲ, ଆଉ ତା’ ପରେ…

ନୂଆଦିଲ୍ଲୀ,୧୯ା୧୨: ସଂସଦ ଭବନ ପରିସରରେ ହୋଇଥିବା ଉତ୍ତେଜନାକୁ ନେଇ ଦେଶରେ ରାଜନୀତି ତୀବ୍ର ହୋଇଛି। ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି ଯେ, ବିରୋଧୀ ଦଳର...

ପ୍ରତାପ ଷଡଙ୍ଗୀଙ୍କୁ ଧକ୍କା ଦେବା ଘଟଣା! ରାହୁଲଙ୍କୁ ହେବ କି ଜେଲ୍‌…

ନୂଆଦିଲ୍ଲୀ,୧୯।୧୨: ସଂସଦ ପରିସରରେ ଖଣ୍ଡଯୁଦ୍ଧକୁ ନେଇ ରାଜନୀତି ଉଠୁଛି ପଡୁଛି। ଏବେ ଭାଜପା ଲୋକ ସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର...

‘ରାହୁଲ ମୋ ପାଖକୁ ଆସିଲେ, ଆଉ…’ କଂଗ୍ରେସ ଏମ୍‌ପିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୯।୧୨: ବିରୋଧୀ ତଥା ଶାସକ ଦଳର ଏମ୍‌ପିମାନେ ଗୁରୁବାର ବାବାସାହେବ ଆମ୍ବେଦକରଙ୍କ ପ୍ରସଙ୍ଗରେ ସଂସଦ ପରିସରରେ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ଠେଲାପେଲାରେ ଭାଜପା ଏମ୍‌ପି...

ରାହୁଲଙ୍କ ଉପରେ ବର୍ଷିଲେ ମନମୋହନ, କହିଲେ ଗୁଣ୍ଡା…

ନୂଆଦିଲ୍ଲୀ,୧୯।୧୨: ସମ୍ବିଧାନର ସୃଷ୍ଟିକର୍ତ୍ତା ଡ. ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ପରେ ରାଜନୀତି ଉଠୁଛି ପଡୁଛି। ଏହାକୁ ନେଇ ଆଜି ସଂସଦ ପରିସରରେ...

ସଂସଦରେ ଖଣ୍ଡଯୁଦ୍ଧ: ଡାକ୍ତର କହିଲେ ନନାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ନୂଆଦିଲ୍ଲୀ,୧୯।୧୨: ସମ୍ବିଧାନର ସୃଷ୍ଟିକର୍ତ୍ତା ଡ. ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ପରେ ରାଜନୀତି ଉଠୁଛି ପଡୁଛି। ଏହାକୁ ନେଇ ଆଜି ସଂସଦ ପରିସରରେ...

ଅଭିଯୋଗର ଜବାବ ରଖିଲେ ରାହୁଲ, କହିଲେ ଭାଜପା ନେତା ଆମକୁ ଅଟକାଇଥିଲେ…

ନୂଆଦିଲ୍ଲୀ,୧୯।୧୨: ପାର୍ଲାମେଣ୍ଟ ହାଉସ କମ୍ପ୍ଲେକ୍ସରେ ଭାଜପା ଏମପିଙ୍କ ସହ ଝଗଡ଼ା ହେବାର ଅଭିଯୋଗକୁ ନେଇ କଂଗ୍ରେସ ପୁଣି ଥରେ ପ୍ରତିକ୍ରିୟା ଦେଇଛି। କଂଗ୍ରେସ ଏମପି ପ୍ରିୟଙ୍କା...

ନନାଙ୍କୁ ଠେଲିଦେଲେ ରାହୁଲ! କଂଗ୍ରେସ ଏମପିଙ୍କ ନାଁରେ ହେବ ଏଫଆଇଆର

ନୂଆଦିଲ୍ଲୀ,୧୯।୧୨: ସମ୍ବିଧାନ ର୍ନିମାତା ବି.ଆର୍‌ ଆମ୍ବେଦକରଙ୍କୁ ନେଇ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗରେ ଭାଜପା-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ସଂସଦରେ...

ସଂସଦ କୌଣସି କୁସ୍ତିଯୁଦ୍ଧର ସ୍ଥାନ ନୁହେଁ, ଯଦି ଆମ ନେତାମାନେ ରାହୁଲଙ୍କୁ…

ନୂଆଦିଲ୍ଲୀ,୧୯ା୧୨: ସଂସଦ ଭବନ ପରିସରରେ ଚାଲିଥିବା କଳହକୁ ନେଇ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାର ଦୁଇ ଏମ୍‌ପିଙ୍କୁ ଠେଲି ଦେଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri