ଧାଡିରେ ଛିଡା ହୋଇ ଭୋଟ ଦେଲେ ପାଣ୍ଡିଆନ୍‌

ଭୁବନେଶ୍ୱର,୨୫।୫: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ। ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଭୋଟର ନିଜ ମତ ସାବ୍ୟସ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌ ଭୋଟ ଦେଇଛନ୍ତି। ସକାଳୁ ସକାଳୁ ବୁଥରେ ପହଞ୍ଚି ଲମ୍ବା ଧାଡିରେ ଛିଡା ହୋଇ ନିଜ ମତ ସାବସ୍ତ କରିଛନ୍ତି ପାଣ୍ଡିଆନ। ୟୁନିଟ-୬, ୪୪ ନମ୍ବର ବୁଥରେ ପାଣ୍ଡିଆନ ଭୋଟ ଦେଇଛନ୍ତି।

Share