କାର୍ତ୍ତିକ ସେୟାର୍‌ କଲେ କିଆରାଙ୍କ ସହ ମ୍ୟାରେଜ୍‌ ଫଟୋ!

ମୁମ୍ବାଇ: କାର୍ତ୍ତିକ ଆର୍ୟନ ଇନଷ୍ଟାଗ୍ରାମ୍‌ ପୋଷ୍ଟରେ ତାଙ୍କ ମ୍ୟାରେଜ୍‌ ଫଟୋ ସେୟାର କରିଛନ୍ତି। ସେଥିରେ ସେ ଓ କିଆରା ଆଡଭାନୀ ବେଦୀ ଉପରେ ବସି ପୋଜ୍‌ ଦେଇଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍ସ ପୋଷ୍ଟରେ ସକିଙ୍ଗ୍‌ କମେଣ୍ଟ ଦେଇଛନ୍ତି।

ଏଠାରେ କହି ରଖୁଛୁ ଯେ, କିଆରା ଏବଂ କାର୍ତ୍ତିକ ତାଙ୍କର ଆଗାମୀ ଫିଲ୍ମ ସତ୍ୟପ୍ରେମ କି କଥା ପାଇଁ ସୁଟିଗଂରେ ବ୍ୟସ୍ତ ଅଛନ୍ତି। ଏହି ଫଇଲ୍ମ ୨୯ ଜୁନ୍‌ରେ ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମ ପ୍ରମୋଟ୍‌ ପାଇଁ କାର୍ତ୍ତିକ ଫିଲ୍ମର ଏକ ଫଷଟା ସେୟାର୍‌ କରିଥିଲେ। ଯାହାକୁ ଦେଖି ଫ୍ୟାନ୍ସଙ୍କ ହୋସ୍‌ ଉଡିଯାଇଛି।

Share