Categories: ଗଜପତି

କାଶୀନଗର ପୋଲିସର ସିମ୍‌କାର୍ଡ ଯାଞ୍ଚ

କାଶୀନଗର,୯।୫: ଗଜପତି ଜିଲାପାଳ ଜୟରାମ ଶତପଥିଙ୍କ ନିର୍ଦ୍ଦେଶ ପ୍ରକାରେ ରବିବାର କାଶୀନଗର ଥାନା ପୋଲିସ ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଥାନା ଏସ୍‌ଆଇ, ହାବିଲଦାର ପ୍ରମୁଖଙ୍କ ଦ୍ୱାରା ସହରରେ ଥିବା ମୋବାଇଲ ଦୋକାନଗୁଡ଼ିକ ଧରପଗଡ଼ କରି ବେନାମୀ ସିମକାର୍ଡ ଓ ଚୋରାରେ ବିକ୍ରି ସିମ୍‌ କାର୍ଡ ଯାଞ୍ଚ କରିଥିଲେ। କୌଣସି ବେନାମୀ, ଚୋରୀ ସିମ୍‌ ମିଳିନଥିବା ଥାନାଧିକାରୀଙ୍କ ଠାରୁ ପ୍ରକାଶ।