ମୁଖ୍ୟମନ୍ତ୍ରୀଙ୍କ ନୂଆ OSD ହେଲେ କୌଶିକ ପଟ୍ଟନାୟକ, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ୱର,୩।୩ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆ OSD ହେଲେ କୌଶିକ ପଟ୍ଟନାୟକ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ବଂଶପାଳ ତହସିଲଦାର ଭାବେ କୌଶିକ କାର୍ଯ୍ୟ କରୁଥିଲେ। କୌଶିକଙ୍କ ସମେତ ୧୮ ଓଏଏସ୍‌ ଅଧିକାରୀଙ୍କ ବଦଳି ହୋଇଛି।

Share