କାଜାନ ଖାନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ, ୧୪।୬: ଖ୍ୟାତନାମା ଦକ୍ଷିଣଭାରତୀୟ ଚଳଚ୍ଚିତ୍ର ଅଭିନେତା କାଜାନ ଖାନ୍‌ଙ୍କ ମଙ୍ଗଳବାର ହୃଦ୍‌ଘାତରେ ପରଲୋକ ଘଟିଛି। ମାଲୟାଲମ, ତାମିଲ ଏବଂ କନ୍ନଡ଼ର ଭାଷାଭାଷୀ ଫିଲ୍ମରେ ତାଙ୍କ ଅଭିନୟ ଦେଖିବାକୁ ମିଳିଛି। ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ସେ କାର୍ଯ୍ୟ କରିଛନ୍ତି। ଫିଲ୍ମ ସିଆଇଡି ମୁସାରେ ତାଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା।

Share