ଶୋଇବା ଘରେ ରଖୁଛନ୍ତି କି ଏହି ଜିନିଷ: ବଢ଼ି ପାରେ କରଜ

ବାସ୍ତୁଶାସ୍ତ୍ରରେ ଅନେକ କିଛି ବିଷୟରେ ଉଲ୍ଲେଖ ରହିଛି। ଏହାର ପ୍ରତିକାରକୁ ଆପଣାଇ ଜଣେ ନିଜ ଘରେ ଥିବା ବାସ୍ତୁସମସ୍ୟା ଦୂର କରିପାରିବ। ଏହି କ୍ରମରେ ଶୋଇବା ଘର କିଭଳି ଜିନିଷ ରଖିବା ଉଚିତ/ଅନୁଚିତ ସେନେଇ ଜାଣନ୍ତୁ କିଛି ବାସ୍ତୁ ଟିପ୍ସ…

ଆପଣଙ୍କ ଶୋଇବା ଘରେ ପାଣି ରଖିବା ନିଷେଧ। ଏପରି କଲେ କରଜ ବଢ଼ିଥାଏ।

ଆଲମାରୀରେ ପରଫ୍ୟୁମ୍‌ ରଖିଲେ ଅନେକ କ୍ଷତି ହୋଇଥାଏ।

ଯଦି ଘରର ଦକ୍ଷିଣରେ ମନ୍ଦିର ଥାଏ ଆପଣ ଦେବାଳିଆ ହୋଇଯିବେ। ସର୍ବଦା ଉତ୍ତର-ପୂର୍ବରେ ମନ୍ଦିର ସ୍ଥାପନ କରନ୍ତୁ।