କେଜ୍ରିଓ୍ବାଲ ମଡେଲ୍‌ ଅଫ୍‌ ଗଭର୍ନାସ୍‌ ପଞ୍ଜାବରେ ଅନୁମୋଦିତ, କହିଲେ ସିସୋଦିଆ..

ନୂଆଦିଲ୍ଲୀ,୧୦।୩ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିର ସଫଳତା ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲ ମଡେଲ୍‌ ଅଫ୍‌ ଗଭର୍ନାସ୍‌ ପଞ୍ଜାବରେ ଅନୁମୋଦିତ ହୋଇଛି।

ରାଜ୍ୟବାସୀ ଆମ୍‌ ଆଦ୍‌ମୀ ପାର୍ଟିର କାର୍ଯ୍ୟକୁ ଦେଖି ନିଜର ସ୍ବୀକୃତି ପ୍ରଦାନ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ପଞ୍ଜାବ ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ଯେ ଲୋକେ କ୍ରେଜିଓ୍ବାଲଙ୍କ ନିଷ୍ଠାପର ସେବା ପ୍ରତି ଆକର୍ଷିତ ହେବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଯିବା ଅପେକ୍ଷା ଭାଜପାରେ ସାମିଲ ହୋଇଯିବା ଭଲ, କାହିଁକି ଏମିତି କହିଲେ ଭାଜପା ନେତା

ନୂଆଦିଲ୍ଲୀ,୧୭।୧୧: ରବିବାର ଆମ ଆଦମୀ ପାର୍ଟି (ଏଏପି)କୁ ଏକ ବଡ଼ ଝଟକା ଲାଗିଛି। ଭେଟେରାନ ଏଏପି ନେତା ତଥା ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲୋଟ...

ଓଡ଼ିଶାର ପାଟପୁର ଥାନା ଭାରତରେ ଶ୍ରେଷ୍ଠ, ପୁରସ୍କୃତ କରିବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୧୧: ପୁଣିଥରେ ଓଡ଼ିଶାର ଥାନାକୁ ମିଳିଛି ଦେଶରେ ଶ୍ରେଷ୍ଠ ପୁରସ୍କାର। ଗଞ୍ଜାମ ଜିଲାର ପାଟପୁର ଥାନାକୁ ୨୦୨୪ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଦେଶର...

ଏଏପିର କଟା ଘା’ରେ ଲାଗିଲା ମଲମ! ଏଏପିରେ ଯୋଗ ଦେଲେ ଭାଜପା ବିଧାୟକ

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ଭାଜପା କିରାଡିର ବିଧାୟକ ଅନିଲ ଝାଙ୍କୁ ଏଏପିରେ ସାମିଲ କରିଛନ୍ତି।...

ଅବସର ପରେ ବି ରହିବେ ଟେନଶନ ଫ୍ରି, ଏବେଠୁ ମାସକୁ ପୋଷ୍ଟାଲରେ ୧୦୦୦ଟଙ୍କା ଜମା କଲେ ଏତିକି ଆସିବ ସୁଧ! ମାସ ଶେଷକୁ ମିଳିବ…

ନୂଆଦିଲ୍ଲୀ,୧୭।୧୧: ବିଶେଷଜ୍ଞମାନେ କହିଛନ୍ତି ଯେ ଦୀର୍ଘ ସମୟ ମଧ୍ୟରେ ଅଧିକ ରିଟର୍ଣ୍ଣ ପାଇବା ପାଇଁ ନିୟମିତ ବିନିଯୋଗ କରିବା ଭଲ । ଆଜିର ବଜାରରେ ଅନେକ...

ଭାଜପାରେ ମିଶିବେ କି କୈଳାସ ଗେହଲଟ୍‌, ବୀରେନ୍ଦ୍ର କହିଲେ ଏମିତି କିଛି…

ନୂଆଦିଲ୍ଲୀ,୧୭ା୧୧: ଦିଲ୍ଲୀ ସରକାରରେ ପରିବହନ ମନ୍ତ୍ରୀ ତଥା ବିଧାୟକ କୈଳାସ ଗେହଲଟ୍‌ ରବିବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ତାଙ୍କ ଇସ୍ତଫା ଆମ୍‌ ଆଦ୍‌ମୀ...

୪ ସଭା ରଦ୍ଦ କରି ନାଗପୁର ନ ଯାଇ ଦିଲ୍ଲୀ ପହଞ୍ଚିଲେ ଶାହା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ପାଇଁ ରବିବାର(୧୭ ନଭେମ୍ବର ୨୦୨୪) ହେବାକୁ ଥିବା ସାଧାରଣ ସଭା ତଥା ବୈଠକକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ଏଏପିକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀ କୈଳାଶ ଗେହଲୋଟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଅଟଳ ସରକାରରେ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ।...

‘ହାଲୋ, ମୁଁ ଲଶ୍କରର CEO କହୁଛି’…ଆର୍‌ବିଆଇକୁ ଆସିଲା ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଆସିଛି ଧମକପୂର୍ଣ୍ଣ କଲ୍‌। ବ୍ୟାଙ୍କର ଗ୍ରାହକ ସେବା(କଷ୍ଟମର କେୟାର) ନମ୍ବରକୁ ଜଣେ ଫୋନ୍‌ କରି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri