Categories: ଜାତୀୟ

ୟୁନିଫର୍ମ ସିଭିଲ କୋର୍ଡକୁ ବିରୋଧ କଲେ କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ

ଥିରୁଭାନନ୍ତପୁରମ୍‌,୩୦।୬:ୟୁନିଫର୍ମ ସିଭିଲ କୋଡ(ୟୁସିସି)କୁ ରାଜନୀତି ସରଗରମ ରହିଛି। ବିରୋଧୀ ୟୁସିସିକୁ ଦୃଢ ବିରୋଧ କରିବା ସହ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୟୁସିସିକୁ ଭାଜପା ନିର୍ବାଚନ ଏଜେଣ୍ଡା ଭାବେ ବ୍ୟବହାର କରୁଛି ବୋଲି କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି। ଏ ବାବଦରେ ନିଆଯାଇଥିବା ପଦକ୍ଷେପକୁ ପ୍ରତ୍ୟାହାର କରିବାକୁ ସେ କହିଛନ୍ତି।

Share