Categories: ବାଣିଜ୍ୟ

କେଏଫ୍‌ସିର କ୍ରିସ୍ପି ଡେଜ୍‌

ଭୁବନେଶ୍ୱର,,୨୧।୬: ଦେଶର ଅଗ୍ରଣୀ ଫୁଡ ପ୍ଲାଟଫର୍ମ ‘କେଏଫ୍‌ସି’ର ବହୁ ପ୍ରତୀକ୍ଷିତ ତଥା ସୀମିତ ଅବଧିର ଅଫର ‘କ୍ରିସ୍ପି ଡେଜ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର୍‌ ୨୦୨୪ ଜୁନ୍‌ ୩୦ ପର୍ଯ୍ୟନ୍ତ ଉପଲବ୍ଧ। ଏହା ଜରିଆ ଗ୍ରାହକ ସ୍ବତନ୍ତ୍ର ୪୦% ପର୍ଯ୍ୟନ୍ତ ରିହାତି ସହିତ ସଞ୍ଚୟ କରିପାରିବେ। ସେହିଭଳି କେଏଫ୍‌ସି ଫେଭରାଇଟ୍‌ଗୁଡିକରେ ଗ୍ରାହକ ୮ପିସର ସ୍ବତନ୍ତ୍ର ହଟ୍‌ ଆଣ୍ଡ୍‌ କ୍ରିସ୍ପି ଲେଗ୍‌ ପିସ୍‌ ପାଇପାରିବେ।

ବିଶେଷ କରି ହଟ୍‌ ୱିଙ୍ଗ୍‌ସର ମୂଲ୍ୟ କେବଳ ୨୯୯ଟଙ୍କାରୁ ଆରମ୍ଭ ହେଉଛି। ସେହିପରି ୪୯୯ ଟଙ୍କାରୁ ଆରମ୍ଭ ହେଉଥିବା ଅନ୍‌ଲିମିଟେଡ ପେପ୍‌ସି ଜିରୋ ସୁଗାର ରିଫିଲ୍‌ସ ସହ ହଟ୍‌ ଆଣ୍ଡ କ୍ରିସ୍ପି ଲେଗ୍‌ ପିସ୍‌, ହଟ୍‌ ୱିଙ୍ଗସ୍‌ ଏବଂ ନରମ ଓ ଜୁସି ପେରି ପେରି ଷ୍ଟ୍ରିପ୍‌ ଭଳି ସିଗ୍ନେଚର ମେନ୍ୟୁ ଆଇଟମ ସହିତ ଏକ କ୍ରିସ୍ପି ମିଲ୍‌ରେ ଗ୍ରାହକ ନିଜକୁ ନିମଜ୍ଜିତ କରିପାରିବେ।

Share