Categories: ବାଣିଜ୍ୟ

କେଏଫ୍‌ସିର କ୍ରଞ୍ଚତ୍ଏଷ୍ଟ ବ୍ଲକ୍‌ବଷ୍ଟର ‘ଚିଜା’

ନୂଆଦିଲ୍ଲୀ,୧୨।୧: ଅନ୍ତଃରାଷ୍ଟ୍ରୀୟ ଫୁଡ୍‌ ବ୍ରାଣ୍ଡ୍‌ କେଏଫ୍‌ସିର ଲୋକପ୍ରିୟ ଖାଦ୍ୟ ‘ଚିଜା’ର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି କଲ୍ଟ ଫାଭ୍‌ କେଏଫ୍‌ସି ଚିଜା ଚଳିତ ବର୍ଷକୁ ଆହୁରି ଖୁସିମୟ କରିବ। ଏପରିକି ଏହା ଏକ ବ୍ୟାଙ୍ଗ୍‌ ସହ ଫେରିଛି, ଯାହା ୨୦୨୩ରେ ସବୁଠାରୁ ବଡ ବ୍ଲକ୍‌ବଷ୍ଟର ହେବା ପାଇଁ ପ୍ରତିଶ୍ରୁତି ଦେଉଛି।

ଖାଦ୍ୟପ୍ରେମୀମାନେ ପସନ୍ଦ କରୁଥିବା ଦୁଇଟି ଖାଦ୍ୟ-ଚିକେନ୍‌ ଓ ଚିଜ୍‌କୁ ଏକତ୍ରିତ କରି- କେଏଫ୍‌ସି ଚିଜା ନିଶ୍ଚିତ ରୂପେ ଆପଣଙ୍କୁ ଆକର୍ଷିତ କରିବ। ବିଗତ ବର୍ଷଗୁଡିକରେ କେଏଫ୍‌ସି ପ୍ରଶଂସକଙ୍କଠାରୁ ଖୁବ୍‌ ଭଲପାଇବା ହାସଲ କରିବା ପରେ ଲୋକପ୍ରିୟ ଚାହିଦାରେ ପୁଣିଥରେ ଫେରିବା ପାଇଁ ପ୍ରସ୍ତୁତ ରହିଛି। ଏଥିରେ କେଏଫ୍‌ସିର କ୍ରିସ୍ପି ଚିକେନ୍‌ ଅନ୍‌ ଟପ୍‌ ଏବଂ ତଳେ ଅଧିକ କ୍ରିସ୍ପି ଚିକେନ୍‌ ରହିଛି, ଯାହା ଏହାକୁ ପ୍ରଶଂସକଙ୍କ ପାଇଁ ପସନ୍ଦର ଖାଦ୍ୟରେ ପରିଣତ କରିଛି।

Share