Categories: ବାଣିଜ୍ୟ

କେଏଫ୍‌ସିର ନୂଆ ଚିକେନ୍‌ ରୋଲ

ନୂଆଦିଲ୍ଲୀ,୧୧।୪: ଫୁଡ୍‌ ପ୍ଲାଟଫର୍ମ କେଏଫସି ପକ୍ଷରୁ ଆକର୍ଷଣୀୟ ସୁବିଧା ଓ ନୂତନ ଚିକେନ ରୋଲ ସମ୍ପର୍କରେ ଘୋଷଣା କରାଯାଇଛି। ସ୍ବାଦ ଓ ବଜେଟ ମଧ୍ୟରେ ଚୟନ କରିବାକୁ ପଡୁଥିବା ଖାଦ୍ୟପ୍ରେମୀମାନଙ୍କ ପାଇଁ ନୂଆ କେଏଫ୍‌ସି ଚିକେନ୍‌ ରୋଲ୍‌ ବର୍ତ୍ତମାନ କେବଳ ୯୯ ଟଙ୍କାର ଅବିଶ୍ୱସନୀୟ ମୂଲ୍ୟରେ ଉପଲବ୍ଧ। ଏପରିକି କେଏଫ୍‌ସି ଚିକେନ୍‌ ରୋଲ୍‌ରେ ଏକ ଓଜି ହ୍ୟାଣ୍ଡ-ବ୍ରେଡେଡ୍‌ ଏକ୍ସଟ୍ରା କ୍ରିସ୍ପି ଓ ଜୁସି ଚିକେନ ଷ୍ଟ୍ରିପ୍‌ ମଧ୍ୟ ରହିଛି, ଯାହା ଗରମ ଫ୍ଲାକି ପରଟାରେ ରାପ୍‌ ହୋଇଥିବା ବେଳେ ସ୍ପାଇସି ଗାର୍‌ଲିକ୍‌, ନାସ୍‌ଭିଲେ ସସ୍‌ ଓ କ୍ରିସ୍ପି ଅନିଅନ ଆଦିରେ ସୁସଜ୍ଜିତ ରହିଛି। ଅପରପକ୍ଷରେ କ୍ଲାସିକ୍‌ ଚିକେନ ରୋଲ୍‌ କେବଳ ୯୯ ଟଙ୍କା ଏବଂ ଡବଲ ଚିକେନ୍‌ ରୋଲ୍‌ ୧୪୯ ଟଙ୍କାରେ ଉପଲବ୍ଧ ହେବା ସହିତ ଏହି ସୁସ୍ବାଦୁ ନୂଆ ଉପତ୍ାଦ ଆପଣଙ୍କୁ ପ୍ରତ୍ୟେକ ବାଇଟ୍‌ରେ ଚିକେନ୍‌ର ସ୍ବାଦ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଉଛି।

Share