ଶେଷ ହେଲା ଖଗେଶ୍ୱରଙ୍କ ରିମାଣ୍ଡ ଅବଧି

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲା ଦିନକୁ ଦିନ ଲମ୍ବିବାରେ ଲାଗିଛି। ଗୁରୁବାର ତାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ଖଗେଶ୍ୱରଙ୍କୁ ୩ ଦିନିଆ ରିମାଣ୍ଡରେ ଅଣାଯାଇ ପଚରାଉଚରା ପରେଧ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ କୋର୍ଟରେ ହାଜର କରିଛି।
କୋର୍ଟ ଚାଲାଣ ବେଳେ ଖଗେଶ୍ବର ପ୍ରତିକ୍ରିୟା ଦେଇ କହିଛନ୍ତି ”ମୁଁ ର୍ନିଦ୍ଦୋଶ, ସମୟକୁ ଅପେକ୍ଷା କର“।
ସୂଚୋନାଯୋଗ୍ୟ, ବେଆଇନ ଅର୍ଥ କାରବାର ମାମଲାରେ ଖଗେଶ୍ୱରଙ୍କୁ ଇଡି ଘରୁ ଉଠାଇନେଇଥିଲେ।

Share