ଭାରତୀୟ ହାଇ କମିଶନ ବାହାରେ ଖଲିସ୍ତାନୀଙ୍କ ବିକ୍ଷୋଭ

ଲଣ୍ଡନ,୨ା୧୦: ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋ ଗୁରୁଦ୍ୱାରାରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପ୍ରବେଶ କରାଇ ଦିଆ ନ ଯିବାର ଦୁଇଦିନ ପରେ ଲଣ୍ଡନସ୍ଥିତ ଭାରତୀୟ ହାଇ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୋମବାର ଖଲିସ୍ତାନୀ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ସେଠାରେ ବହୁସଂଖ୍ୟାରେ ବ୍ରିଟିଶ୍‌ ସୁରକ୍ଷା ବଳ ନିୟୋଜିତ ହୋଇଥିଲେ ଏବଂ ଉକ୍ତ ରାସ୍ତାରେ କଟକଣା ଜାରି ହୋଇଥିଲା। ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀଙ୍କୁ ଗୁରୁଦ୍ୱାରାରେ ପ୍ରବେଶ କରାଇ ଦେଇ ନ ଥିବା ଖଲିସ୍ତାନୀ ସମର୍ଥକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଭାରତ ବ୍ରିଟିଶ ସରକାରଙ୍କ ନିକଟରେ ଦାବି କରିଥିଲା। ଦୋରାଇସ୍ବାମୀଙ୍କୁ ଗୁରୁଦ୍ୱାରରେ ପ୍ରବେଶ କରାଇ ନ ଦେବାକୁ ସମ୍ପୃକ୍ତ ଗୁରୁଦ୍ୱାରା ପକ୍ଷରୁ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଆପଣଙ୍କୁ ଭେଟିବାକୁ ଚାହୁଁଛି ସାର୍‌, ଟ୍ରମ୍ଫଙ୍କ ସହ ଫୋନରେ କଥା ହେଲେ ଇଣ୍ଡୋନେସିଆ ରାଷ୍ଟ୍ରପତି, ଭିଡିଓ ଭାଇରାଲ

ଜାକର୍ତ୍ତା/ଓ୍ବାଶିଂଟନ,୧୨।୧୧: ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବଓ ସୁବିଆଣ୍ଟୋ ବର୍ତ୍ତମାନ ଆମେରିକା ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି। ଏହା ପରେ ସେ ଏକ ଫୋନ କଲ ମାଧ୍ୟମରେ ଡୋନାଲ୍ଡ ଟ୍ରମ୍ପଙ୍କୁ...

ଷ୍ଟିଫେନ ମିଲରଙ୍କୁ ଇମିଗ୍ରେସନ ପଲିସିର ଦାୟିତ୍ୱ ଦେବା ପରେ, ଟେନସନ ହେଲେଣି ଭାରତୀୟ!

ଓ୍ବାଶିଂଟନ,୧୨।୧୧: ଡୋନାଲ୍ଡ ଟ୍ରମ୍ପ ଇମିଗ୍ରେସନ ବିଶେଷଜ୍ଞ ଷ୍ଟିଫେନ ମିଲରଙ୍କୁ ତାଙ୍କର ଡେପୁଟି ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଉପରାଷ୍ଟ୍ରପତି ହେବାକୁ ଯାଉଥିବା ଜେଡି ଭାନ୍ସ ଷ୍ଟିଫେନଙ୍କୁ...

ଟ୍ରମ୍ପ-ପୁଟିନ୍‌ଙ୍କ ସିକ୍ରେଟ୍‌ ଡିଲ୍‌: ୟୁକ୍ରେନର ଅବସ୍ଥା ଏବେ ହେବ କ’ଣ

ମସ୍କୋ/ଓ୍ବାଶିଂଟନ୍‌,୧୨।୧୧:ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲୋଚନା କରିଥିଲେ। ଅସ୍ତ୍ରବିରତି ସୂତ୍ର ଉପରେ ମଧ୍ୟ...

ଟ୍ରମ୍ଫ ନା ହାରିସ୍‌, ନିର୍ବାଚନୀ ପ୍ରଚାରରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛନ୍ତି କିଏ? ଶୁଣିଲେ ଉଡିଯିବ ହୋସ୍‌

ଓ୍ବାଶିଂଟନ୍‌,୧୨।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମାପ୍ତ ହୋଇଛି, କିନ୍ତୁ ନିର୍ବାଚନ ପ୍ରଚାରର ଅନେକ ଖୁଲାସା ବର୍ତ୍ତମାନ ଧୀରେ ଧୀରେ ସାମ୍ନାକୁ ଆସିଛି। ଏକ ନୂତନ ରିପୋର୍ଟ...

ପାକିସ୍ତାନରେ ବଢୁଛି ପ୍ରଦୂଷଣର ମାତ୍ରା, ପଞ୍ଜାବରେ ୧କୋଟିରୁ ଅଧିକ ଶିଶୁଙ୍କ ଜୀବନ ବିପଦରେ

ଲାହୋର,୧୨।୧୧: ଏବେ ପାକିସ୍ତାନ ଗୁରୁତର ବାୟୁ ପ୍ରଦୂଷଣର ସମ୍ମୁଖୀନ ହୋଇଛି। ଦେଶର ଅନେକ ସହରରେ ଦିଲ୍ଲୀର ବାୟୁ ପ୍ରଦୂଷଣଠାରୁ ୪-୫ ଗୁଣରୁ ଅଧିକ ଅଟେ। ମୁଲତାନ...

ଚାଇନା ଯାଇପାରନ୍ତି ମୋଦି, ଦିଲ୍ଲୀରେ ବେଜିଂ ଅଧିକାରୀ ଆକ୍ଟିଭ!

ନୂଆଦିଲ୍ଲୀ/ବେଜିଂ,୧୨।୧୧: ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ପାଇଁ ଉଭୟ ଦେଶ ନିରନ୍ତର ଉଦ୍ୟମ କରୁଛନ୍ତି। ଗତ ମାସରେ ରୁଷିଆର କାଜାନ ସହରରେ...

ନବୀନ ରାମଗୁଲାମ ହେବେ ମରିସସର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ/ପୋର୍ଟ ଲାଉସି,୧୨।୧୧: ସଂସଦୀୟ ନିର୍ବାଚନରେ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସହଯୋଗୀ ପରାଜୟ ଆଡକୁ...

ଗୋଟିଏ ଦିନରେ ମାରିଲା ୧୧ ଲକ୍ଷ ବିଜୁଳି, ଲୋକେ ଆତଙ୍କିତ

ନୂଆଦିଲ୍ଲୀ, ୧୧।୧୧: ଜଳବାୟୁ ପରିବର୍ତନ କାରଣରୁ ବର୍ତ୍ତମାନ ବିଭିନ୍ନ ପ୍ରାକୃତିକ ବିପତ୍ତି ଦେଖିବାକୁ ମିଳୁଛି। ରବିବାର ଅଷ୍ଟ୍ରେଲିଆର ମାତ୍ର ଗୋଟିଏ ଦିନରେ ୧.୧ ମିଲିୟନ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri