Categories: Video

Khelo India University Games 2020 । ଖେଲୋ ଇଣ୍ଡିଆ 2020

Prime Minister Narendra Modi launched the first-ever Khelo India University Games (KIUG) at the Jawaharlal Nehru Indoor Stadium in Cuttack Saturday and said the event marks the next step in the India’s sporting revolution.The KIUG aims to promote sports and fitness and nurture the next generation of sporting talent in the country. The multi-sport event is to take place over the span of nine days and will have 3400 athletes from 159 universities participating

ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପ୍ରଥମ ସଂସ୍କରଣ ଶନିବାର ସଂନ୍ଧ୍ୟାରେ ମହାସମାରୋହରେ ଆରମ୍ଭ ହୋଇଛି । ଓଡିଶାରେ ପ୍ରଥମଥର ଲାଗି ଆୟୋଜିତ ହେଉଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ଗେମ୍ସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି । ଚାଲନ୍ତୁ ଖେଲୋ ଇଣ୍ଡିଆ ବାବଦରେ ଅଧିକ କିଛି ଜାଣିବାଏହି ଭିଡିଓରେ ।