ଶୁଟିଂ ପାଇଁ ଉଟି ପହଞ୍ଚିଲେ ଖୁସି

\ମୁମ୍ବାଇ: ବଲିଉଡ ନାୟିକା ଶ୍ରୀଦେବି ଓ ନିର୍ଦ୍ଦେଶକ ବୋନି କପୁରଙ୍କ ଝିଅ ତଥା ନାୟିକା ଜାହ୍ନବି କପୁରଙ୍କ ସାନ ଭଉଣୀ ଖୁସି କପୁର ଏବେ ବଲିଉଡରେ ଡେବ୍ୟୁ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲେଣି । ଏବେ ସେ ତାଙ୍କର ଡେବ୍ୟୁ ମୁଭିର ଶୁଟିଂ ପାଇଁ ଉଟି ପହଞ୍ଚିଛନ୍ତି । କେବଳ ଯେ ଖୁସି କପୁର ଏଥିରେ ଡେବ୍ୟୁ କରୁଛନ୍ତି ତା’ ନୁହେଁ । ଫିଲ୍ମ ‘ଦ ଆର୍ଚିଜ’ରେ ଡେବ୍ୟୁ କରୁଛନ୍ତି ଶାହାରୁଖ ଖାଁଙ୍କ ଝିଅ ସୁହାନା ଖାଁ ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ ନନ୍ଦା । ଶୁଟିଂ ସେଟ୍‌ରେ ସମସ୍ତେ ମଉଜ ମସ୍ତି କରୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Share